ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ପାଞ୍ଚ କିଲୋ ଚାଉଳ

ଭୁବନେଶ୍ୱର: କୋଭିଡ଼ ର ଦ୍ବିତୀୟ ଲହର ଜନିତ ପରିସ୍ଥିତି କୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଇ ମାସରୁ ଅତିରିକ୍ତ ପାଞ୍ଚ କେଜି ଚାଉଳ ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମଇ ଓ ଜୁନ ଦୁଇ ମାସ ପାଇଁ…

ଭାରତରେ କୋଭିଡ୍ ଟିକାକରଣ: ବହୁ ଆଡ଼ମ୍ବରେ ଲଘୁକ୍ରିୟା

କୋଭିଡ୍‌ର ଦ୍ୱିତୀୟ ଲହରୀ ଭାରତରେ ସଂକ୍ରମଣ ଓ ମୃତ୍ୟୁର ତାଣ୍ଡବ ରଚିଛି । ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ଭାରତ ପ୍ରତିଦିନ ଅଲୋଡ଼ା ରେକର୍ଡ କରୁଛି । ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି । କରୋନା ସଂକ୍ରମଣର ସୁନାମିରେ ଫସିଥିବା ଭାରତର ଜନସାଧାରଣଙ୍କ ପାଇଁ ଟିକା…

ଅନୁଗୁଳରୁ ହରିୟାଣା ପଠାଗଲା ଅକ୍ସିଜେନ

ଭୁବନେଶ୍ୱର : କାର୍ଗୋ ଫ୍ଲାଇଟ୍ ଦ୍ୱାରା ଆସିଥିବା ଦୁଇଟି ଖାଲି ଅମ୍ଳଜାନ ଟ୍ୟାଙ୍କର୍ 32 ଟନ୍ ଅମ୍ଳଜାନ ବୋଝେଇ ସହିତ ଅନୁଗୁଳ ସ୍ଥିତ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରୁ ଟ୍ରେନ୍ ଯୋଗେ ଭାରତୀୟ ରେଳବାଇ ଦ୍ୱାରା ରୋରୋ ସେବା ସହିତ ହରିୟାଣାକୁ ଆଜି ସକାଳେ ପଠାଯାଇଅଛି  |ପୂର୍ବ ତଟ ରେଳପଥ ଏହାର…

Thank You Dear CM Sir

In times of need, Odisha, has always stood up in support through any way possible. The second wave of pandemic has been devastating. Families losing loved ones, constant unrest and fear, mental trauma of warriors and sufferers of the…

ଏସିଏସଙ୍କ ପ୍ରେସମିଟ୍ : କୋରୋନା ସଂକ୍ରମଣର ଭୟାବହତା ଆକଳନ ସହଜ ନୁହେଁ, ଟିକା ଆସିଲେ ହିଁ ତୃତୀୟ ପର୍ଯ୍ୟାୟ ଟିକାକରଣର…

ଭୁବନେଶ୍ୱର- ଦ୍ୱିତୀୟ ଲହରୀରେ ମାରାତ୍ମକ ହେଉଛି କୋରୋନା । ସଂକ୍ରମଣର ଭୟାବହତା ନେଇ ଆକଳନ ସହଜ ହେଉନାହିଁ ବୋଲି ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ୫ ଲକ୍ଷ ଟପିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁମାନ କରିଥିବା ଏସିଏସ କହିଛନ୍ତି । ଏହାର ପ୍ରଭାବ…