ରାଜ୍ୟରେ କୋରୋନାର ରେକର୍ଡ ଦୈନିକ ସଂକ୍ରମଣ, ୨୪ ଘଂଟାରେ ୮ ହଜାର ୩୮୬ ନୂଆ ମାମଲା, ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ନୂଆ ରେକର୍ଡ । କିଛି ଦିନ ଦୈନିକ ସଂକ୍ରମଣ ସଂଖ୍ୟା ୬ ହଜାରରୁ ଅଧିକ ରହୁଥିଲା । ହେଲେ ଗତ ୨୪ ଘଂଟାରେ ଏହି ସଂଖ୍ୟା ୮ ହଜାର ଟପିଛି । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୩୮୬ ନୂଆ କୋରୋନା ସଂକ୍ରମିତ । ସଂଗରୋଧରୁ ୪ ହଜାର ୭୮୧ ଓ ସ୍ଥାନୀୟ…

ରଥ ନିର୍ମାଣ କାମ ପାଇଁ ବୌଦ୍ଧ ବନାଂଚଳରୁ ଆସିଲା ଚତୁର୍ଥ ପର୍ଯ୍ୟାୟ କାଠ

ପୁରୀ - ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ସ୍ୱରୂପ ଆଜି ରଥ ନିର୍ମାଣ ପାଇଁ ଚତୁର୍ଥ ପର୍ଯ୍ୟାୟ କାଠ ଶ୍ରୀକ୍ଷେତ୍ରରେ ପହଂଚିଛି । ବୌଦ୍ଧା ବନାଂଚଳରୁ ୯୬ଟି କାଠ ଗଣ୍ଡି ପୁରୀ ଆସିଛି । ଏସବୁ କାଠଗଣ୍ଡି ମୁଖ୍ୟତଃ ମହାପ୍ରଭୁଙ୍କ ରଥର ଅଖ, ଦଣ୍ଡା ଓ ଗୟଳ ପ୍ରମୁଖ ନିର୍ମାଣରେ ବ୍ୟବହୃତ ହେବ ।

କିମ୍ବଦନ୍ତୀ ଲେଖକ ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- କିମ୍ବଦନ୍ତୀ ଲେଖକ ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ବିବିଧ କୃତି ସହ ମନୋଜ ଦାସ ସାହିତ୍ୟ ଜଗତରେ ନିଜର ଛାପ ଛାଡିଯାଇଛନ୍ତି । ସାହିତ୍ୟ ଜଗତରେ ମନୋଜ ଦାସଙ୍କ ସ୍ଥାନ ଅପୂରଣୀୟ ବୋଲି ନବୀନ ନିଜ ବାର୍ତ୍ତାରେ କହିଛନ୍ତି । ମନୋଜ…

ଓଡିଆ ସାହିତ୍ୟ ଜଗତରେ ଏକ ଯୁଗର ଅବସାନ : ଆଖି ବୁଜିଲେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ ମନୋଜ ଦାସ

ଭୁବନେଶ୍ୱର- ଓଡିଆ ସାହିତ୍ୟ ଜଗତରେ ଏର ଯୁଗର ଅବସାନ ହୋଇଛି । ଆନ୍ତର୍ଜାତିକ ଖ୍ୟାାତିସଂପନ୍ନ ଓଡିଆ ସାହିତ୍ୟିକ ମନୋଜ ଦାସ ଆଉ ନାହାନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ପୁଡୁଚେରୀରେ ଏକ ଘରୋଇ ହସପିଟାଲରେ ଏହି ମହାନ ସାହିତ୍ୟିକ, ସଂପାଦକ ଓ ସ୍ତମ୍ଭକାରଙ୍କ ଦେହାନ୍ତ…

ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ : ନବୀନ

ଭୁବନେଶ୍ବର: ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ଗୋଟିଏ ଗୋଟିଏ ଜୀବନ ରକ୍ଷା ପାଇଁ ଆମେ ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର କୋଭିଡ ପରିସ୍ଥିତି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ…

କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ୍ : ଡବଲ୍ ମାସ୍କ ବ୍ୟବହାର ପାଇଁ ପରାମର୍ଶ, ନୂଆ ଭୂତାଣୁ ଦ୍ୱାରା ସବୁ…

ଭୁବନେଶ୍ୱର- ରାଜ୍ୟରେ ପ୍ରଥମ କୋରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ସଂକ୍ରମଣ ଅଧିକ ରହୁଛି । ଭୂତାଣୁ ଅଧିକ ସମୟ ବାୟୁମଣ୍ଡଳରେ ରହୁଥିବାରୁ ମାସ୍କର ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର । କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସ ମିଟ୍‌ରେ ଡାକ୍ତର…