ଆଜି ଓଡିଶାକୁ ଆସିବ ୯୦ ହଜାର କୋଭିଶିଲ୍ଡ ଟିକା

ଭୁବନେଶ୍ୱର- ଆଜି ଅପରାହ୍ନରେ ଓଡିଶାରେ ପହଂଚିବ ୯୦ ହଜାର କୋଭିିଶିଲ୍ଡ ଟିକା । ଟିକା ଆସିଲେ ଅଧିକ ଟିକାଦାନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯିବ । ଟିକା ଅଭାବ ଯୋଗୁଁ ରାଜ୍ୟର ଅନେକ ଟିକାଦାନ କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । ଏବେ ମାତ୍ର ୪୬୪ କେନ୍ଦ୍ରରେ ହିଁ ଟିକାଦାନ ଚାଲିଛି । ଗତକାଲି…

କୋରୋନା ସଂକ୍ରମଣ ବୃଦ୍ଧି : ଗଞ୍ଜାମ ଜିଲ୍ଲାର ସହରାଂଚଳରେ ଦିନ ୨ଟାରୁ ସକାଳ ୫ ଯାଏଁ ବନ୍ଦ ରହିବ ଦୋକାନବଜାର

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାର ସହରାଂଚଳରେ ଆଜିଠାରୁ ଆସନ୍ତାମାସ ୯ ତାରିଖ ଯାଏଁ ଦିନ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରହିବ । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗଞ୍ଜାମ ଜିଲ୍ଲା ବ୍ୟବସାୟୀ ଏବଂ ବୁଲାବିକାଳୀ ସଂଘ ଏହି ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ ଜିଲ୍ଲାପାଳ…

ଆଜି ଅପରାହ୍ନ ୪ଟାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

ନୂଆଦିଲ୍ଲୀ – ୧୮ ବର୍ଷରୁ ଅଧିକ ବୟସ୍କଙ୍କ କୋଭିଡ ଟିକାକରଣ ପାଇଁ ଆଜିଠାରୁ ଆରମ୍ଭ ହେବ ପଞ୍ଜୀକରଣ । ଅପରାହ୍ନ ୪ଟାରେ କୋ-ୱିନ୍ ଆପ୍‌େରେ ପଞ୍ଜୀକରଣ ଆରମ୍ଭ ହେବ । ଆରୋଗ୍ୟ ସେତୁ ଆପ୍ ଓ ଉମଙ୍ଗ ସେତୁ ଆପ୍ ମାଧ୍ୟମରେ ବି ପଞ୍ଜୀକରଣ ହେବ । ମେ ପହିଲାରେ ଆରମ୍ଭ ହେବ ଟିକାକରଣ । ଓଡିଶା ସମେତ ଆଉ…

କରୋନା ସୁନାମି: ଭାରତରେ ଦୁଇ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୩୨୮୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଦୁଇ ଲକ୍ଷ ଅତିକ୍ରମ କରିଛି । ଭାରତ ବିଶ୍ୱର ଚତୁର୍ଥ ଦେଶ ଯେଉଁଠାରେ କରୋନାରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ…

୨୪ ଘଂଟାରେ ରାଜ୍ୟରେ ୧୦ ଜଣଙ୍କ କୋରୋନାରେ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨୦୧୭କୁ ବୃଦ୍ଧି

ଭୁବନେଶ୍ୱର- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କୋରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ପୁରୀ ଓ ରାୟଗଡା ଜିଲ୍ଲାରେ ୩ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ, ଖୋର୍ଦ୍ଧା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…

ମହାରାଷ୍ଟ୍ର: ହସ୍ପିଟାଲରେ ନିଆଁ ଲାଗି ୪ ମୃତ

ମୁମ୍ବାଇ: ବୁଧବାର ଭୋର୍ ପ୍ରାୟ ୩ଟାରେ ମହାରାଷ୍ଟ୍ରର ଥାନାର ମୁମ୍ବ୍ରା ଅଞ୍ଚଳରେ ଏକ ଘରୋଇ ହସ୍ପିଟାଲ ପ୍ରାଇମ କ୍ରିଟିକେୟାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୦ ଜଣ ରୋଗୀଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ…

ମଧୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର-ଆଜି ହେଉଛି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ଆଧୁନିକ ଓଡିଶାର ନିର୍ମାତା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳଗୌରବଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶିଳ୍ପ ସମୃଦ୍ଧ ରାଜ୍ୟ ଗଠନ…