ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲଗାଇଲା ଇଟାଲୀ

ନୂଆଦିଲ୍ଲୀ: ଭାରତରେ ଭୟାନକ କରୋନା ସ୍ଥିତି ଦୃଷ୍ଟିରୁ ଇଟାଲୀ ମଧ୍ୟ ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲଗାଇଛି। ଏନେଇ ଇଟାଲୀର ସ୍ୱାସ୍ଥ୍ୟମନ୍ତ୍ରୀ ରୋବର୍ଟୋ ସ୍ପେରେଞ୍ଜା ଟ୍ୱିଟ୍ କରି କହିଛନ୍ତି ଯେ ଗତ ୧୪ ଦିନ ଧରି ଭାରତରେ ଥିବା ସବୁ ବାହାର ଲୋକଙ୍କୁ ଇଟାଲୀରେ ପ୍ରବେଶ କରିବାକୁ…

ସାଢ଼େ ତିନି ଲକ୍ଷ ଟପିଲା ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୩.୫୨ ଲକ୍ଷ ମାମଲା, ୨୮୧୨ ମୃତ

ନୂୂଆଦିଲ୍ଲୀ: ଦେଶରେ ଘାତକ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ସଂକ୍ରମଣରେ ଭାରତ ଆଉ ଏକ ରେକର୍ଡ ସ୍ତର ଛୁଇଁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୫୨ ହଜାର ୯୯୧ ନୂଆ ମାମଲା ରିପୋର୍ଟ ହୋଇଥିବା ଜଣାଯାଇଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ।…

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ,…

ଟିକା ପାଇଁ ଭାରତକୁ କଞ୍ଚାମାଲ ଯୋଗାଇବାକୁ ଆମେରିକା ରାଜି

ନୂୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇବାକୁ ଆମେରିକା ରାଜି ହୋଇଛି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମଧ୍ୟ ଏ ସମ୍ପର୍କରେ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଟ୍ୱିଟ୍ କରି କହିଛନ୍ତି ଯେ ମହାମାରୀ ଆରମ୍ଭରେ ଯେପରି…

ରାଜ୍ୟରେ ୬୫୯୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୯୫୮, ଦ୍ୱିତୀୟ ଲହରରେ ଗଞ୍ଜାମରେ ପ୍ରଥମ ଥର ପାଇଁ ଦୈନିକ…

ଭୁବନେଶ୍ୱର- ରାଜ୍ୟରେ ୬ ହଜାର ୫୯୯ ନୂଆ କୋରୋନା ରୋଗୀ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୮୨୭ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୭୭୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮, ନୂଆପଡାରୁ ୫୫୧, କଳାହାଣ୍ଡିରୁ ୫୧୮, କଟକରୁ ୪୮୮, ଝାରସୁଗୁଡାରୁ ୪୩୬,…

Newsroom: Morning Headlines

Naveen Makes Big Announcement: Free Vaccine for All Odisha Govt Orders 10.34 Lakh Doses of Covaxin, 377.00 Lakh Doses of Covishield Vaccine Ganjam Collector Visits Oxygen Filling Station Puri: SJTA Teams up with New India…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ମାଗଣାରେ କୋରୋନା ଟିକା

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜ୍ୟର ସବୁ ୧୮ ବର୍ଷରୁ ୪୪ ବର୍ଷ ବୟସର ନାଗରିକଙ୍କୁ ମାଗଣା କୋଭିଡ ଟିକା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏହି ବଡ ଘୋଷଣା କରିଛନ୍ତି । ମାଗଣା ଟିକା ପାଇଁ ରାଜ୍ୟ…