ଅକ୍ସିଜେନର ସୁଗମ ପରିବହନ ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ – ଦେଶର କୋଭିଡ୍ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୦ଟି ସର୍ବାଧିକ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଅକ୍ସିଜେନ ଅଭାବ ଭଳି ଉତ୍କଟ ସମସ୍ୟାର ସମାଧାନ ଲାଗି ସେ ସବୁ ରାଜ୍ୟର ସହଯୋଗ ଲୋଡିଛନ୍ତି । ଅକ୍ସିଜେନର ସୁଗମ ପରିବହନ…

କରୋନା ରୋଗୀଙ୍କ ଚିକିତ୍ସା ଲାଗି ‘ଭିରାଫିନ’ର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ – କରୋନାର ଭୟଙ୍କର ଦ୍ୱିତୀୟ ଲହରୀ ମଧ୍ୟରେ ‘ରେମଡେସବିର’ ଓ ‘ଫାବିପିରାବିର’ ଭଳି ଜୀବନ ରକ୍ଷାକାରୀ ଔଷଧର ସୀମିତ ଯୋଗାଣ ଓ ଉପଲବ୍ଧତା ସ୍ଥିତିକୁ ଆହୁରି ସଙ୍ଗୀନ କରିଥିବା ବେଳେ ଭାରତୀୟ ଡ୍ରଗ୍ସ ନିୟାମକ ‘ଡିସିଜିଆଇ’ ଶୁକ୍ରବାର ଆଉ ଏକ ଔଷଧର ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ…

ବରିଷ୍ଠ ଓକିଲ ହରିଶ୍ ସାଲ୍‌ଭେ କୋଭିଡ୍ ମାମଲା ଶୁଣାଣିରୁ ଓହିରଲେ, ତାଙ୍କୁ ନ୍ୟାୟମିତ୍ର ନିଯୁକ୍ତ କରାଯିବା ନେଇ…

ନୂଆଦିଲ୍ଲୀ –ସୁପ୍ରିମକୋର୍ଟ କରିବାକୁ ଥିବା କୋଭିଡ୍ ମାମଲା ଶୁଣାଣିରୁ ବରିଷ୍ଠ ଓକିଲ ହରିଶ ସାଲଭେ ଓହରି ଯାଇଛନ୍ତି । ଦେଶରେ କୋଭିଡ୍ ସ୍ଥିତି ନେଇ ସୁପ୍ରିମକୋର୍ଟ ଗତକାଲି ନିଜ ଆଡୁ ସଜ୍ଞାନ ନେଇ କେନ୍ଦ୍ରକୁ ନୋଟିସ୍ ପଠାଇଥିଲେ । ଏହାର ଶୁଣାଣିରେ ସହାୟତା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ…

ତେଲେଙ୍ଗାନାକୁ ବି ଓଡିଶାରୁ ଯିବ ଅକ୍ସିଜେନ

ଭୁବନେଶ୍ୱର- କୋଭିଡ ମହାମାରୀର ସଂକଟ ଘନୀଭୂତ ହୋଇଥିବାବେଳେ ବିଭିନ୍ନ ରାଜ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଓଡିଶା , ଅନ୍ୟ ରାଜ୍ୟଗୁଡିକୁ ସହାୟତାର ହାତ ବଢାଇଛି । ଅନ୍ୟ ରାଜ୍ୟକୁ ଓଡିଶା ଅକ୍ସିଜେନ ଯୋଗାଇବା ଜାରି ରଖିଛି । ଦିଲ୍ଲୀ,…

ଲୋକଙ୍କ ବ୍ୟାୟାମ ପାଇଁ ସକାଳ ୫ଟାରୁ ୬ଟା ଯାଏଁ ସପ୍ତାହାନ୍ତ ସଟ୍‌ଡାଉନ କଟକଣା କୋହଳ

ଭୁବନେଶ୍ୱର-କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ କାଲିଠାରୁ ସାରାରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ ଲାଗୁ ହେବ । ସକାଳ ୫ଟାରୁ ୬ଟା ଯାଏଁ ସଟ୍‌ଡାଉନ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ସମୟ ମଧ୍ୟରେ ଲୋକେ ପ୍ରାତଃ ଭ୍ରମଣ, ଜଗିଂ ଓ ସାଇକ୍ଲିଂ କରୁଥିବାରୁ ସଟଡାଉନ…