ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ
ନୂଆଦିଲ୍ଲୀ – ମେ’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ଟିକାକରଣ ଆରମ୍ଭ ହେବ । କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡିଥିବା ବେଳେ କେନ୍ଦ୍ର ତରଫରୁ ଏନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଦେଶରେ କରୋନାର ଊର୍ଦ୍ଧ୍ୱମୁଖୀ ଗତି ମଧ୍ୟରେ ସମସ୍ତଙ୍କ ଟିକାକରଣ ପାଇଁ ଦାବି…