ନିରବ ମୋଦିଙ୍କୁ ଭାରତ‌ ପ୍ରତ୍ୟର୍ପଣ ପାଇଁ ଇଂଲଣ୍ଡ ଗୃହ ମନ୍ତ୍ରଣାଳୟର ମଞ୍ଜୁରି

ନୂଆଦିଲ୍ଲୀ - ନିରବ ମୋଦିଙ୍କୁ ଖୁବ ଶୀଘ୍ର ଭାରତ ଅଣାଯିବ। ଇଂଲଣ୍ଡର ଗୃହ ମନ୍ତ୍ରଣାଳୟ ମୋଦିଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରି ଦେଇଛି । ହୀରା ବ୍ୟବସାୟୀ ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଜାନୁଆରୀ ୨୦୧୮ରେ ଏହି ସ୍କାମ…

ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ୍ ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ - ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ୍ ସିହ୍ନାଙ୍କ ଶୁକ୍ରବାର ସକାଳେ ଏଠାରେ ପରଲୋକ ହୋଇଯାଇଛି । କୋଭିଡ-୧୯ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବରିଷ୍ଠ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ତାଙ୍କୁ ୬୮ ବର୍ଷ ହୋଇଥିଲେ। ଅଧିକାରୀଙ୍କ କହିବା ଅନୁସାରେ,…

କୋଭିଡ୍-୧୯ ଟିକା ପାଇଁ କଞ୍ଚାମାଲ ଉପରୁ କଟକଣା ହଟାଇବାକୁ ଆମେରିକା ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ପୁନାୱାଲା

ନୂଆଦିଲ୍ଲୀ - ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ର ସିଇଓ ଆଦର ପୁନାୱାଲା ଦେଶ ତଥା ବିଶ୍ୱରେ ବଢୁଥିବା କରୋନା ମାମଲା ମଧ୍ୟରେ ଆମେରିକାର ରାଷ୍ଟ୍ରପତିଙ୍କୁ ଏକ ବିଶେଷ ଅପିଲ କରିଛନ୍ତି। ଟିକା ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପାଇଁ…

୧୮ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଟିକାକରଣ ଦାବିରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା

ନୂଆଦିଲ୍ଲୀ - ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ଆଜି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଲୋକଙ୍କ ବି ଟିକାକରଣ କରିବାକୁ ଦାବି କରାଯାଇଛି। ପୂର୍ବରୁ ବହୁ ରାଜନୈତିକ ଦଳ ମଧ୍ୟ ଟିକାକରଣ ପାଇଁ ବୟସ ସୀମା ହ୍ରାସ…

ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ସୁନ୍ଦରଗଡ ବିଜେଡିର ଦୁଇ ନେତା ନିଲମ୍ବିତ

ଭୁବନେଶ୍ୱର-ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜୁ ଜନତା ଦଳରୁ ୨ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲାର ବିଜେଡି ନେତା ଅମରେଶ ପଣ୍ଡା ଓ ବିନୟ ପଣ୍ଡାଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବନ କରିଛନ୍ତି । ଏ ନେଇ ବିଜେଡିର…