କୋରୋନା ସଂକ୍ରମଣ ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନର ନୂଆ କଟକଣା, ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ…

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ କିଛି କଟକଣା ଜାରି କରାଯାଇଛି । ଏଣିକି ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର୍ ନେଗେଟିଭ ରିପୋର୍ଟ ପ୍ରଦାନ ବାଧ୍ୟତାମୂଳକ କରାଯାଇଛି । ନଚେତ ଦ୍ୱିତୀୟ ପର୍ଯ୍ୟାୟ ଟିକା ନେଇଥିବା…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଦ୍ବିତୀୟ ଥର କରୋନା ପଜିଟିଭ୍

ବେଙ୍ଗାଲୁରୁ - କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ପୁଣି ଥରେ କରୋନା ପଜିଟିଭ୍ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ସାମାନ୍ୟ ଜ୍ୱର ହେବା ପରେ ମୁଁ କରୋନା ଟେଷ୍ଟ କରିଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍ ଆସିଛି ।…

କୋଭିଡ-୧୯ ରଣନୀତି ନେଇ ମୋଦି ସରକାରକୁ ରାହୁଲଙ୍କ ଟାର୍ଗେଟ – ତୁଗଲକି ଲକଡାଉନ୍ ଲଗାଅ, ଘଣ୍ଟି ବଜାଅ

ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ରଣନୀତି ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ "କେନ୍ଦ୍ର ସରକାରଙ୍କ କୋଭିଡ ରଣନୀତି - ପ୍ରଥମ ପଦକ୍ଷେପ - ତୁଗଲକି ଲକଡାଉନ୍ ଲଗାଅ। ଦ୍ୱିତୀୟ ସୋପାନ - ଘଣ୍ଟି ବଜାଅ…

ଦିନକରେ ୨.୧୭ ଲକ୍ଷ ମାମଲା, ୧୧୮୫ ମୃତ, ସକ୍ରିୟ ମାମଲା ୧୫ ଲକ୍ଷ ଟପିଲା

ନୂଆଦିଲ୍ଲୀ - ଦେଶରେ କରୋନାର ନୂଆ ମାମଲା ଦିନକୁ ଦିନ ରେକର୍ଡ ଭାଙ୍ଗୁଛି। ଆଜି ଦେଶରେ ପୁଣି ରେକର୍ଡ ସଂଖ୍ୟକ କରୋନା ମାମଲା ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟୟରେ ଦେଶରେ ୨୧୭,୩୫୩ ଟି ନୂଆ କରୋନା ମାମଲା ଆସିଛି ଏବଂ ଦିନକରେ ୧୧୮୫…

୧୨୦ ଘଂଟାର ପରିଶ୍ରମ ପରେ ହାଇଦର ଧରାପଡିଛି, ଫେରାର ଘଟଣାର ବିଧିବଦ୍ଧ ତଦନ୍ତ ହେବା ନେଇ ସିପିଙ୍କ ସୂଚନା

ଭୁବନେଶ୍ୱର- ଏସସିବିରୁ ଫେରାର ହେବାର ୫ ଦିନ ପରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ତେଲେଙ୍ଗାନାରୁ ଧରାପଡିବା ପରେ ସମଗ୍ର ଘଟଣା ନେଇ ବିସ୍ତୃତ ସୂଚନା ଦେଇଛ କମିଶନରେଟ ପୋଲିସ । ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ୧୨୦ ଘଂଟାର ପରିଶ୍ରମ ପରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ…

ରାଜ୍ୟରେ ୩ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ୫୩୪, ସୁନ୍ଦରଗଡରୁ ୫୨୩

ଭୁବନେଶ୍ୱର- ରାଜ୍ୟରେ ୩ ହଜାର ଟପିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ମହାମାରୀର ଦ୍ୱିତୀୟ ଲହରରେ ପ୍ରଥମ ଥର ପାଇଁ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩ ହଜାର ୧୦୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୮୦୬ ଓ ସ୍ଥାନୀୟ ଅଂଚଳରୁ ୧…