ଲୋକପ୍ରିୟ ତାମିଲ ଅଭିନେତା ବିବେକଙ୍କ ପରଲୋକ

ଚେନ୍ନାଇ - ଲୋକପ୍ରିୟ ତାମିଲ ଅଭିନେତା ବିବେକଙ୍କ ଶନିବାର ଚେନ୍ନାଇର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି ।ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ହସ୍ପିଟାଲ ତରଫରୁ ଜାରି କରାଯାଇଥିବା ମେଡିକାଲ ବୁଲେଟିନ୍ ରେ କୁହାଯାଇଛି ଯେ ଭୋର ୪:୩୫ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ବିବେକ ଶୁକ୍ରବାର…

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି,ରାଜ୍ୟକୁ ଆଉ ୨୫ ଲକ୍ଷ ଟିକା ପାଇଁ ଅନୁରୋଧ, ଖୋଲା ବଜାରରେ ଟିକା ଉପଲବ୍ଧ…

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାର ଅଭାବ ଦେଖାଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ଦୈନିକ ୩ ଲକ୍ଷ ଡୋଜ୍ ଦେବାକୁ…

କରୋନା ସଂକ୍ରମଣ ଅନିୟନ୍ତ୍ରିତ: ଦିନକରେ ୨.୩୪ ଲକ୍ଷ ନୂଆ ମାମଲା, ୧୩୪୧ ମୃତ

ନୂଆଦିଲ୍ଲୀ - ଦେଶରେ କରୋନାର ଦ୍ୱିତୀୟ ଲହରୀ ଅନିୟନ୍ତ୍ରିତ ହୋଇପଡିଛି। କ୍ରମାଗତ ତୃତୀୟ ଦିନ ପାଇଁ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା, ମହାମାରୀ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି |…

ଅଜିତ ମଙ୍ଗରାଜଙ୍କ ମାଆଙ୍କର ବି କୋରୋନାରେ ମୃତ୍ୟୁ

ଭୁବନେଶ୍ୱର - ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋରୋନାରେ ମୃତ୍ୟୁ ହେବା ପରେ ସ୍ୱର୍ଗତଃ ନେତାଙ୍କ ମାତୃ ବିୟୋଗ ହୋଇଛି । ଅଜିତଙ୍କ ମାଆଙ୍କ କ୍ଷେତ୍ରମଣି ମଙ୍ଗରାଜଙ୍କର ମଧ୍ୟ କୋଭିଡରେ ମୃତ୍ୟୁ ହୋଇଛି । ସେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ପୁଅ…

ବିଜୁବାବୁଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଆଜି ହେଉଛି ପ୍ରବାଦ ପୁରୁଷ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି । ଓଡିଶାର ବରପୁତ୍ର ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁବେଳ ଲୋକଙ୍କ ସହ ରହିବା ଓ ପ୍ରତିଟି ଲୋକର କଲ୍ୟାଣ…

ରାଜ୍ୟରେ ୩୧୪୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ୫୨୩, ଖୋର୍ଦ୍ଧାରୁ ୪୯୭, ନୂଆପଡାରୁ ୩୯୫

ଭୁବନେଶ୍ୱର- ରାଜ୍ୟରେ ୩ ହଜାର ୧୪୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୮୨୩ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୩୨୧ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨୩ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪୯୭ ଓ ନୂଆପଡାରୁ ୩୯୫ ପଜିଟିଭ ଚିହ୍ନଟ…

ଆଇପିଏଲ୍: ଚହରଙ୍କ ଘାତକ ବୋଲିଂ, ପଞ୍ଜାବ କିଙ୍ଗ୍‌ସକୁ ହରାଇ ଖାତା ଖୋଲିଲା ସୁପରକିଙ୍ଗ୍‌ସ

ମୁମ୍ବାଇ - ରାହୁଲ ଚହରଙ୍କ ଘାତକ ବୋଲିଂ ବଳରେ ଶୁକ୍ରବାର ଏଠାରେ ଖେଳାଯାଇଥିବା ଆଇପିଏଲ-୧୪ର ଏକ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍‌ସ ୬ ୱିକେଟରେ ପଞ୍ଜାବ କିଙ୍ଗ୍‌ସକୁ ହରାଇଛି । ଦଳ ପାଇଁ ୨୦୦ତମ ମ୍ୟାଚ୍ ଖେଳୁଥିବା ଅଧିନାୟକ ଧୋନିଙ୍କୁ ବିଜୟ ଉପହାର ଦେବା ସହ ସୁପରକିଙ୍ଗ୍‌ସ ଚଳିତ…

କଟକ ସହରରେ ସ୍ଵରେଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯାନୁଷ୍ଠାନ: ଦୁଇ ଇଞ୍ଜିନିୟରଙ୍କ ବଦଳି, ଜୁନିଅର ଇଞ୍ଜିନିୟର…

ଭୁବନେଶ୍ୱର: ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱ ରେ ଅବହେଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ ।…