ମାଟ୍ରିକ ପରୀକ୍ଷା ନେଇ ବଡ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମାଟ୍ରିକ ପରୀକ୍ଷାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।ତେବେ କେବଳ ମାଟ୍ରିକ ପରୀକ୍ଷା ନୁହେଁ ବରଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ମଧ୍ୟ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ପ୍ରଦାନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ରାଜ୍ୟରେ କରୋନା…

ଅମରନାଥ ଯାତ୍ରା ପାଇଁ ଆଜିଠୁ ଅନଲାଇନ୍ ପଞ୍ଜୀକରଣ, ଜୁନ୍ ୨୮ରୁ ଆରମ୍ଭ ହେବ ଯାତ୍ରା

ନୂଆଦିଲ୍ଲୀ- କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ମଧ୍ୟରେ ଆଜିଠାରୁ ଅମରନାଥ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଛି | ଅମରନାଥ ଶ୍ରାଇନ୍ ବୋର୍ଡ ଚଳିତ ବର୍ଷ ୬ ଲକ୍ଷରୁ ଅଧିକ ଭକ୍ତଙ୍କ ଆଗମନ ହେବ ବୋଲି ଆଶା କରୁଛି। ୫୬ ଦିନ ଧରି ଚାଲିବାକୁ ଥିବା ଏହି ବାର୍ଷିକ ଯାତ୍ରା ଏଥର ଉଭୟ…

ପଶ୍ଚିମବଙ୍ଗ ନିର୍ବାଚନ: କରୋନାରେ କଂଗ୍ରେସ ପ୍ରାର୍ଥୀ ରେଜୁଲ ହକଙ୍କ ପରଲୋକ

କୋଲକାତା - ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ନେତା ରେଜୁଲ ହକଙ୍କର କରୋନାରେ ପରଲୋକ ହୋଇଯାଇଛି। ହକ ମୁର୍ସିଦାବାଦର ଶମଶେରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ସେ କିଛି ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ।…

ଆଜିଠାରୁ ଘରୋଇ ବିମାନରେ ମିଳିବନି ଭୋଜନ, ଦୁଇ ଘଣ୍ଟାରୁ କମ୍ ସମୟ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ

ନୂଆଦିଲ୍ଲୀ - ସାରା ଦେଶରେ କରୋନା ସଂକ୍ରମଣ ଭୟଙ୍କର ବେଗରେ ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଘରୋଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀ, ଯାହାଙ୍କ ଯାତ୍ରା ସମୟ ୨ ଘଣ୍ଟାରୁ କମ୍, ସେମାନଙ୍କୁ ଫ୍ଲାଇଟରେ ଭୋଜନ ଉପଲବ୍ଧ କରାଯିବ ନାହିଁ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ…

ଭାରତରେ କରୋନା ସଂକ୍ରମଣ ଦୁଇ ଲକ୍ଷ ଟପିଲା, ଆଉ ୧୦୩୮ ମୃତ

ନୂଆଦିଲ୍ଲୀ - ଭାରତରେ କରୋନାର ଅନିୟନ୍ତ୍ରିତ ଗତି ଥମିବାର ନାଁ ନେଉନାହିଁ। ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି । ପ୍ରଥମେ ଲକ୍ଷେ, ପରେ ଦେଢ଼ ଲକ୍ଷ ଛୁଇଁବା ପରେ ଏବେ ସଂକ୍ରମଣ ଦୁଇ ଲକ୍ଷ ଟପିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…