ହରିୟାଣା: ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଦଳ ଛାଡ଼ିଲେ ଜେଜେପି ନେତା ଇନ୍ଦ୍ରଜିତ

ଚଣ୍ଡିଗଡ଼ – କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ପ୍ରତି ସମବେଦନା ଜଣାଇ ହରିୟାଣା ଜନନାୟକ ଜନତା ପାର୍ଟି (ଜେଜେପି) ନେତା ଇନ୍ଦ୍ରଜିତ ସିଂ ଗୋରାୟା ଦଳ ଛାଡ଼ିଛନ୍ତି । ସେ ଜେଜେପିର କର୍ଣ୍ଣଲ ଜିଲ୍ଲା ସଭାପତି ଥିଲେ । ରାଜ୍ୟରେ ଶାସନାଧୀନ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରର…