ଭୁବନେଶ୍ୱର- ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତା ଦେଇଛନ୍ତି । ବହୁ ଐତିହାସିକ କୀର୍ତିରାଜି, ଐତିହ୍ୟ, ସୁଖଦ ପ୍ରାକୃତିକ ବୈଭବ, ଜୈବ ବିବିଧତା, ମନୋରମ ପରିଦୃଶ୍ୟ ପାଇଁ ଭ୍ରମଣକାରୀଙ୍କ ନିମନ୍ତେ ଓଡିଶା ଏକ ଆନନ୍ଦଦାୟକ ରାଜ୍ୟ ।
ମହାମାରୀ ପରବର୍ତୀ ସମୟରେ ଓଡିଶାର ବିଶାଳ ପର୍ଯ୍ୟଟନ ସମ୍ଭାବନାର ସୁବିନିଯୋଗ କରାଯିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତାରେ କହିଛନ୍ତି ।
Odisha’s treasure of timeless monuments, heritage, idyllic natural beauty, captivating landscapes, diverse flora & fauna are a traveller’s delight. On #WorldTourismDay, reiterate commitment to unlock its vast potential in a post pandemic world. @odisha_tourism #BestKeptSecret pic.twitter.com/ATCvYyzjUv
— Naveen Patnaik (@Naveen_Odisha) September 27, 2020
Comments are closed.