ଆଜି ଗାନ୍ଧିଜୀଙ୍କ ୧୫୧ତମ ଜୟନ୍ତୀ , ବାପୁଙ୍କୁ ଶ୍ରଦ୍ଧାଜଂଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୧ତମ ଜୟନ୍ତୀ । ଏହି ଉପଲକ୍ଷେ ବାପୁଙ୍କୁ ଶ୍ରଦ୍ଧାଜଂଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱର ମହାନ ଶାନ୍ତି ଓ ଅହିଂସାବାଦୀ ପ୍ରବାଦ ପୁରୁଷଙ୍କ ଅମର ଆଦର୍ଶ ସବୁ ବର୍ଣ୍ଣ, ଧର୍ମ ଓ ଦେଶକୁ ଅନୁପ୍ରାଣିତ କରିଛି । ଗାନ୍ଧିଜୀଙ୍କ ଆଦର୍ଶ ଚିରଦିନ ଆମ ପାଇଁ ମାର୍ଗଦର୍ଶକ ହୋଇ ରହିବ ବୋଲି ନବୀନ ତାଙ୍କ ବାର୍ତାରେ କହିଛନ୍ତି ।

Comments are closed.