ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି : ଜଳ ସଂପଦ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଥିବା ରାଜ୍ୟ ଜଳସଂପଦ ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସୂଚନା ଅନୁସାରେ କେବଳ ବୈତରଣୀ ନଦୀ ବିପଦ ସଂକେତ ଉପରେ ରହିଛି । ବିଭାଗ ପୂରା ପ୍ରସ୍ତୁତ ରହିବା ସହ ପରିସ୍ଥିତି ଉପରେ ନଜର ରଖିଛି । ବର୍ତମାନ ସୁଦ୍ଧା କେଉଁଠି ନଦୀବନ୍ଧ ଭାଂଗି ନ ଥିବା ଖବର ନାହିଁ ବୋଲି ଜଳସଂପଦ ମନ୍ତ୍ରୀ କହିଛନ୍ତି ।

Comments are closed.