ओडिया समाचारଜଳଦସ୍ୟୁଙ୍କ ଆକ୍ରମଣରୁ ୧୯ ପାକିସ୍ତାନୀ ନାଗରିକଙ୍କୁ ବଞ୍ଚାଇଲା ଭାରତୀୟ ନୌସେନା
ନୂଆଦିଲ୍ଲୀ: ସୋମାଲିଆର ପୂର୍ବ ଉପକୂଳରେ ଇରାନର ପତାକା ଲାଗିଥିବା ଏକ ମତ୍ସ୍ୟଜୀବୀଙ୍କ ଜାହାଜ ଉପରେ ଜଳଦସ୍ୟୁଙ୍କ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଛି ଭାରତୀୟ ନୌସେନା । ଏହାପରେ ଭାରତୀୟ ନୌସେନାର ଯୁଦ୍ଧ ପୋତ ‘ଆଇଏଏନ୍ଏସ୍ ସୁମିତ୍ରା’ ସେହି ଜାହାଜର ଚାଳକ ଦଳର ୧୯ ଜଣ ପାକିସ୍ତାନୀ ସଦସ୍ୟଙ୍କୁ ଉଦ୍ଧାର କରିଛି । ଆଡେନ୍ ଉପତ୍ୟକା ଓ ସୋମାଲିଆର ପୂର୍ବରେ ଡକାୟତି ନିରୋଧୀ ତଥା ସାମୁଦ୍ରିକ ସୁରକ୍ଷା କାର୍ଯ୍ୟ ପାଇଁ ‘ଆଇଏନ୍ଏସ୍ ସୁମିତ୍ରା’କୁ ମୁତୟନ କରାଯାଇଛି। ଭାରତୀୟ ନୌସେନାର [...]
ओडिया समाचारଦ୍ବିତୀୟ ଟେଷ୍ଟରୁ ଜାଡେଜା, ରାହୁଲ ବାଦ୍, ସରଫରାଜ୍ ଖାନଙ୍କୁ ଡ଼ାକରା
ହାଇଦ୍ରାବାଦ: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଫେବୃଆରୀ ୨ରୁ ବିଶାଖାପାଟନମରେ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ। ପ୍ରଥମ ଟେଷ୍ଟ ବେଳେ ଜାଡେଜାଙ୍କ ଗୋଡରେ ମାଂସପେଶୀ ଆଘାତ ଲାଗିଥିବା ବେଳେ ରାହୁଲ ତାଙ୍କ ଡାହାଣ ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିଥିଲେ। ଉଭୟ ଖେଳାଳି ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ବୋଲି ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତିରେ କହିଛି।ବିସିସିଆଇ ମେଡିକାଲ ଟିମ୍ ଉଭୟ ଖେଳାଳିଙ୍କ ଉପରେ ନଜର ରଖିଛି। [...]
ओडिया समाचारବସ୍ ଚଳାଉଥିବା ବେଳେ ଡ୍ରାଇଭରକୁ ହେଲା ହୃଦଘାତ, ହେଲେ ବଞ୍ଚାଇ ଦେଲେ ଯାତ୍ରୀଙ୍କ ଜୀବନ
ବାଲେଶ୍ଵର – ପର୍ଯ୍ୟଟକଙ୍କୁ ନେଇ ଆଗେଇ ଗଡ଼ି ଚାଲିଥିଲା ବସ୍ । କୋଲକାତାରୁ ପର୍ଯ୍ୟଟକମାନେ ନୀଳଗିରିର ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସୁଥିଲେ। ପଞ୍ଚଲିଙ୍ଗେଶ୍ଵର ନିକଟରେ ବସ୍ ଡ୍ରାଇଭର ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ତାଙ୍କୁ ହୃଦଘାତ ଆସିଥିଲା । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ପାଖାପାଖି ୫୦ ଯାତ୍ରୀ ଥିବା ବସକୁ ନିୟନ୍ତ୍ରଣକୁ ଆଣି ସୁରକ୍ଷିତ ଜାଗାରେ ରଖିଥିଲେ । ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ବସ୍ ଯାତ୍ରୀ । ବସକୁ ସୁରକ୍ଷିତ [...]
ओडिया समाचारମଣିଷ ଠାରେ ସଫଳତାର ସହ ବ୍ରେନ୍ ଚିପ୍ ରୋପଣ କଲା ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ
ନ୍ୟୁୟର୍କ : ଟେସଲା ଓ ‘ଏକ୍ସ’ର ମାଲିକ ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ପ୍ରଥମ ଥର ପାଇଁ ମନୁଷ୍ୟ ମସ୍ତିଷ୍କରେ ଏକ ଓୟାରଲେସ୍ ଚିପ୍ ସଫଳତାର ସହ ରୋପଣ କରିଛି। ମସ୍କ ‘ଏକ୍ସ’ରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ପ୍ରୟୋଗର ପ୍ରାଥମିକ ଫଳାଫଳ ଉତ୍ସାହଜନକ ରହିଛି । ଯେଉଁ ରୋଗୀଙ୍କ ମସ୍ତିସ୍କରେ ଏହି ଚିପ୍ ଲଗାଯାଇଛି ସେ ମଧ୍ୟ ସୁସ୍ଥ ହେଉଛନ୍ତି। ଏହି ପ୍ରୟୋଗ ‘ପାରକିନସନ୍ ଡିସିଜ୍’ ଭଳି ସ୍ନାୟୁଗତ [...]
ओडिया समाचारହେମନ୍ତ ସୋରେନଙ୍କ ବିଏମଡବ୍ଲୁ କାର୍ ଜବତ କଲା ଇଡି, ଡ଼୍ରାଇଭରଙ୍କୁ ବି ନେଇଗଲା
ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବା ପାଇଁ ଇଡି ଟିମ୍ ସୋମବାର ତାଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଥିଲା । ହେଲେ ସୋରେନଙ୍କୁ ସେଠାରେ ନ ପାଇ ଇଡି ଟିମ୍ ତାଙ୍କ ବାସଭବନରୁ କିଛି ଦଲିଲ ସହ ତାଙ୍କର ଏକ ବିଏମଡବ୍ଲୁ କାର୍ ଜବତ କରିଛି । ଏହାଛଡ଼ା ସୋରେନଙ୍କ ଡ୍ରାଇଭରକୁ ମଧ୍ୟ ସାଙ୍ଗରେ ନେଇଯାଇଛି ଇଡି ଟିମ୍। ବେଆଇନ ଜମି କ୍ରୟ- ବିକ୍ରୟ ମାମଲାରେ ପଚରାଉଚରା ପାଇଁ ଇଡି ମୁଖ୍ୟମନ୍ତ୍ରୀ [...]
ओडिया समाचारଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ
ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆଜି ସକାଳେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛନ୍ତି ଭିଜିଲାନ୍ସ ଟିମ୍ । ମାଲକାନଗିରି ସ୍ଥିତ ଅଫିସ, ସରକାରୀ ବାସଭବନ, ଭୁବନେଶ୍ବର ପୋଖରୀପୁଟରେ ଥିବା ଶ୍ବଶୁର ଘର ଓ ଫ୍ଲାଟରେ ଖୋଳତାଡ କରୁଛି ଭିଜିଲାନ୍ସ ।
ओडिया समाचारଦିନକ ପରେ ବଜେଟ୍ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ ଡାକିଲେ ସରକାର
ନୂଆଦିଲ୍ଲୀ: ଜାନୁୟାରୀ ୩୧ ରୁ ଆରମ୍ଭ ହେଉଥିବା ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦର ଉଭୟ ଗୃହର ସମସ୍ତ ଦଳର ନେତାମାନଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି। ମଙ୍ଗଳବାର ହେବାକୁ ଥିବା ଏହି ବୈଠକ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସମସ୍ତ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଚଳିତ ବର୍ଷ ଏପ୍ରିଲ-ମେରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବଜେଟ୍ ଅଧିବେଶନ ଚଳିତ ଲୋକସଭାର [...]
ଗଞ୍ଜାମ ପର୍ଯ୍ୟଟନର ସମୃଦ୍ଧି ବୃଦ୍ଧି: ସୁନାପୁରକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା, ଭଞ୍ଜନଗରରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଓ୍ବାଟର୍ ପାର୍କ
ବ୍ରହ୍ମପୁର: ପର୍ଯ୍ୟଟନର ସମ୍ଭାରରେ ଭରପୁର ଗଞ୍ଜାମ ଜିଲ୍ଲାର ଏ ଦିଗରେ ସମୃଦ୍ଧି ଅଧିକ ବୃଦ୍ଧି ପାଇଛି। ଗୋଟିଏ ପଟେ ଆଶାନୁରୂପକ ଭାବେ ସୁନାପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ମିଳିଛି। ଆରପଟେ ଭଞ୍ଜନର ବିଜୁ ପଟ୍ଟନାୟକ ପାର୍କରେ ଓଡ଼ିଶାର ପ୍ରଥମ ସରକାରୀ ତଥା ସମଗ୍ର ଦକ୍ଷିଣ ଓଡିଶାର ପ୍ରଥମ ଓ୍ବାଟର୍ ପାର୍କ ଆରମ୍ଭ ହୋଇଛି। ଏ ଉଭୟ କଥା ଜିଲ୍ଲାର ପର୍ଯ୍ୟଟନ ସମୃଦ୍ଧିକୁ ଅଧିକ ବ୍ୟାପକ କରିଛି ତଥା ଆଗାମୀ ଦିନରେ ଅଧିକ ପର୍ଯ୍ୟଟକଙ୍କ ଆଗମନକୁ [...]
ଭୋରରେ ବରମୁଣ୍ଡା ଆଇଏସବିଟି ସ୍ଥଳ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ, ଫେବ୍ରୁଆରୀ ସୁଦ୍ଧା ଲୋକାର୍ପଣ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋରରେ ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ( ଆଇଏସବିଟି) ପରିଦର୍ଶନ କରିଛନ୍ତି । ଆଇଏସବିଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ତଦାରଖ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ। ଆଇଏସବିଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ଆଇଏସବିଟି କାର୍ଯ୍ୟକ୍ଷମ ହେଲେ ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ବରଂ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଉର ଧରି ରାମହି ସୀୟ ସମେତା। ହରଷିତ କୀହ୍ନ ଗୁର ଗବନୁ ନିକେତନ ॥ ବିପ୍ରବଧୁ ସବ ଭୂପ ବୋଲାଈ । ଚୈଲ ଚାରୁ ଭୂଷନ ପହିରାଈ ॥ ଭାବାର୍ଥ :- ବଡ଼ ବୋହୁ ସୀତାଙ୍କୁ ଏବଂ ଶ୍ରୀରାମଙ୍କୁ ହୃଦୟରେ ଲଗାଇ ମହର୍ଷି ବଶିଷ୍ଠ ସହର୍ଷ ଆଶିର୍ବାଦ ଦେଇ ନିଜ ହୃଦୟରେ ଧାରଣ କରି ନିଜ ସ୍ଥାନକୁ ଗଲେ । ସମସ୍ତ ବ୍ରାହ୍ମଣ ମାନଙ୍କ ସ୍ତ୍ରୀ ମାନଙ୍କୁ ରାଜା ଦଶରଥ ଡକାଇଲେ [...]
