ओडिया समाचारରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା, ୪୨ ବିଧାନସଭା ଆସନରେ ଚାଲିଛି ଭୋଟ୍ ଗ୍ରହଣ
ଭୁବନେଶ୍ୱର – ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଆଜି ଆରମ୍ଭ ହୋଇଛି । ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି । ୯୯ ଲକ୍ଷରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ମୋଟ୍ ୪୬୦ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଚତୁର୍ଥ ପର୍ଯ୍ୟାୟ ସହ [...]
ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ଲାଗହିଂ କୁମୁଖ ବଚନ ସୁଭ କୈସେ । ମୁହଁ ଗୟାଦିକ ତୀରଥ ଜୈସେ ॥ ରାମହି ମାତୁ ବଚନ ସବ ଭାଏ । ଜିତି ସୁରସାରି ଗତ ସଲିଳ ସୁହାଏ ॥ ଭାବାର୍ଥ :- କୈକେୟୀଙ୍କ ଅପବିତ୍ର ମୁହଁ ରେ ଏପରି ଶୁଭ ମଙ୍ଗଳମୟ ଶବ୍ଦର ଉଚ୍ଚାରଣ ଏପରି ଲାଗୁଥିଲା ଯେପରି ମଗଧ ଦେଶର ଗୟା ତୀର୍ଥରେ ପିତୃପୁରୁଷଙ୍କୁ ଅନ୍ତିମ ଶ୍ରାଦ୍ଧ ଦେଇ ଫେରିଛନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ କିନ୍ତୁ ମାତା [...]
ओडिया समाचारଗୀତା ଉପଦେଶ: “ଯୋଗୀ ପାଇଁ ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ୟାନ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ୟତେ।* ଯୋଗାରୁଢ଼ସ୍ୟ ତସ୍ୟୈବ ଶମଃ କାରଣମୁଚ୍ୟତେ।* ଅର୍ଥାତ:- ଯେଉଁ ଜୀବ (ସାଧକ) ଯୋଗ ମାର୍ଗରେ ପରିପୂର୍ଣ୍ଣତା ହାସଲ କରିବାକୁ ଇଚ୍ଛା କରୁଥାଆନ୍ତି, ତାଙ୍କ ପାଇଁ ‘ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ। ଯେଉଁ ତପସ୍ୱୀ (ସାଧକ) ଯୋଗାଋଢ଼ ଅବସ୍ଥା ପ୍ରାପ୍ତ କରିଥାଆନ୍ତି,ତାଙ୍କ ପାଇଁ ଶାନ୍ତ ଚିତ୍ତରେ ଧ୍ୟାନ କରିବା ହିଁ ସାଧନ ଅଟେ। ( ଗୀତା ଧ୍ୟାନ ଯୋଗ)
କାଲି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ, ୫୭ ଆସନରେ ହେବ ମତଦାନ; ମଇଦାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୯୦୪ ପ୍ରାର୍ଥୀ

ओडिया समाचारକାଲି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ, ୫୭ ଆସନରେ ହେବ ମତଦାନ; ମଇଦାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୯୦୪ ପ୍ରାର୍ଥୀ
ନୂଆଦିଲ୍ଲୀ : ଆସନ୍ତାକାଲି (ଜୁନ୍ ୧) ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଆସନରେ ମତଦାନ ହେବ । ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ପାଞ୍ଚ କେନ୍ଦ୍ର ମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଚାରିଜଣ ସିନେ କଳାକାରଙ୍କ ସହ ମୋଟ ୯୦୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର [...]
ନିର୍ବାଚନ ବ୍ୟସ୍ତତାରୁ ମିଳିଲା ଫୁରସତ : ରାଜଧାନୀର ବହି ଦୋକାନରୁ ବହି କିଣିଲେ ମୁଖ୍ୟମନ୍ତ୍ରୀ, ନେଲେ ସେଲଫି
ନିର୍ବାଚନ ବ୍ୟସ୍ତତାରୁ ମିଳିଲା ଫୁରସତ : ରାଜଧାନୀର ବହି ଦୋକାନରୁ ବହି କିଣିଲେ ମୁଖ୍ୟମନ୍ତ୍ରୀ, ନେଲେ ସେଲଫି
ଭୁବନେଶ୍ୱର – ମାରାଥନ ନିର୍ବାଚନ ପ୍ରଚାରର ବ୍ୟସ୍ତତାରୁ ଶେଷରେ ଫୁରସତ ମିଳିଛି । ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି । ଏହା ପରେ ଜୁନ୍ ୪ ମତଗଣନାକୁ ଅପେକ୍ଷା। ନିର୍ବାଚନୀ ବ୍ୟସ୍ତତା ମଧ୍ୟରେ ମିଳିଥିବା ଟିକେ ଫୁରସତ ସମୟ ମଧ୍ୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ୍ ଡିପୋ ଯାଇ ଦୁଇଟି ପୁସ୍ତକ କିଣିଛନ୍ତି । ପୁସ୍ତକ ପ୍ରେମୀ ଭାବେ ପରିଚିତ ସାଧାରଣ ପାଠକ ଭାବେ [...]
ओडिया समाचारଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ : ୬ ଲୋକସଭା, ୪୨ ବିଧାନସଭା ଆସନରେ କାଲି ଭୋଟ୍, ୪୬୦ ପ୍ରାର୍ଥୀ ଓ ୯୯ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର
ଭୁବନେଶ୍ୱର – ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ହେବ । ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ହେବ ଭୋଟ୍ ଗ୍ରହଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୯୯ ଲକ୍ଷରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ମୋଟ୍ ୪୬୦ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । [...]
ओडिया समाचारପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ସଜାଗ ରୁହନ୍ତୁ: ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଏହାର ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ଏକ ଜରୁୀକାଳୀନ ବୈଠକ ଶୁକ୍ରବାର ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଯଦିଓ ମୈ।ସୁମୀ ପ୍ରବାହ କେରଳ ରାଜ୍ୟ ଛୁଇଁଛି ଓ ଆଉ ପ୍ରାୟ ଦୁଇ ସପ୍ତାହ ପରେ ଓଡ଼ିଶାରେ ପ୍ରବେଶ କରିବା ଆକଳନ କରିଛି ପାଣିପାଗ ବିଭାଗ। ତଥାପି ଆଉ କିଛି ଦିନ ପ୍ରଚଣ୍ଡ ଗ୍ରୀଷ୍ମ [...]
ओडिया समाचारଯୌନ ନିର୍ଯାତନା ମାମଲା: ପ୍ରଜ୍ବଳ ରେଭନ୍ନାଙ୍କୁ ୬ ଦିନିଆ ପୋଲିସ ରିମାଣ୍ଡ
ବେଙ୍ଗାଲୁରୁ: ଯୌନ ନିର୍ଯାତନା ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ଶୁକ୍ରବାର ନିଲମ୍ବିତ ଜେଡିଏସ୍ ନେତା ତଥା ସାଂସଦ ପ୍ରଜ୍ବଳ ରେଭନ୍ନାଙ୍କୁ ଜୁନ୍ ୬ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ୩୩ ବର୍ଷୀୟ ପ୍ରଜ୍ବଳ ଜର୍ମାନୀର ମ୍ୟୁନିକରୁ ଶୁକ୍ରବାର ସକାଳେ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ହିଁ ଗିରଫ କରିଥିଲା ଏସ୍ଆଇଟି । ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଏବଂ ଏ ସମ୍ପର୍କିତ ଅନେକ ଭିଡ଼ିଓ ସାମ୍ନାକୁ [...]
ओडिया समाचारକନ୍ଧମାଳ ଜିଲ୍ଲାରେ ମାଓ ଶକ୍ତିକୁ କ୍ଷୀଣ କରିପାରିଛି ପୋଲିସ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମାଓ ଦମନ ଅଭିଯାନରେ ଲଗାତାର ସଫଳତା ହାସଲ କରି ଆସୁଛି ପୋଲିସ ବାହିନୀ। ଲାଲ ବାହିନୀର ଶକ୍ତି କ୍ଷୀଣ ହେବା ସହ ହିଂସାକାଣ୍ଡ ହ୍ରାସ ପାଇଛି। ଫଳ ସ୍ବରୂପ ଗତ ଥରର ସାଧାରଣ ନିର୍ବାଚନରେ ଏକ ପୋଲିଂ ଗାଡ଼ି ଉପରେ ଆକ୍ରମଣ କରି ଜଣେ ପୋଲିଂ କର୍ମଚାରୀଙ୍କୁ ହତ୍ୟା କରିଥିବା ମାଓବାଦୀମାନେ ଏଥର କୈାଣସି ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ମଧ୍ୟ ସମର୍ଥ ହୋଇପାରି ନାହାନ୍ତି। ଓଲଟି ସୁରକ୍ଷା ବାହିନୀକୁ ଲକ୍ଷ୍ୟ କରି [...]
ପଶ୍ଚିମରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି; ୮ ସହରର ତାପମାତ୍ରା ୪୫ ଡିଗ୍ରୀ କିମ୍ବା ଅଧିକ, ଟିଟିଲାଗଡ଼ ଉତ୍ତପ୍ତ ସହର
ପଶ୍ଚିମରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି; ୮ ସହରର ତାପମାତ୍ରା ୪୫ ଡିଗ୍ରୀ କିମ୍ବା ଅଧିକ, ଟିଟିଲାଗଡ଼ ଉତ୍ତପ୍ତ ସହର
ଭୁବନେଶ୍ୱର -ଅସହ୍ୟ ଗ୍ରୀଷ୍ମ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଲଗାତର ତୃତୀୟ ଦିନରେ ପ୍ରଚଣ୍ଡ ଖରାରେ ଛଟପଟ ହୋଇଛନ୍ତି ଲୋକେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ୮ଟି ସହରର ଦିନ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି । ୧୨ ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ୪୬.୫ ଡିଗ୍ରୀ ସେଲସିୟସ ସହ [...]
