ओडिया समाचारରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର, ଜୁନ ପହିଲାରେ ଭୋଟ୍
ଭୁବନେଶ୍ବର – ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଜୁନ ପହିଲାରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଆଜି ସଂଧ୍ୟାରେ ଶେଷ ହେବ ପ୍ରଚାର। ଆଜି ଶେଷଥର ପାଇଁ ବିଭିନ୍ନ ଦଳ ଓ ପ୍ରାର୍ଥୀ ମତଦାତାଙ୍କୁ ଆକର୍ଷିତ କରିବାକୁ ଜୋରଦାର ଉଦ୍ୟମ କରିବେ । ଜୁନ୍ ପହିଲାରେ ରାଜ୍ୟର ମୟୂରଭଞ୍ଜ, ଜଗତସିଂପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଯାଜପୁର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ୪୨ [...]
ओडिया समाचारପୁରୀ ବାଣ ଦୁର୍ଘଟଣାରେ ୧ ମୃତ, ୩୦ରୁ ଅଧିକ ଆହତ; ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ପୁରୀ – ପୁରୀରେ ବାଣ ବିସ୍ଫୋରଣଜନିତ ଦୁର୍ଘଟଣା । ଗତକାଲି ନରେନ୍ଦ୍ର ପୁଷ୍କରିଣୀର ଦେବୀ ଘାଟରେ ଚନ୍ଦନଯାତ୍ରାର ଚାପ ଖେଳ ସମୟରେ ବାଣରେ ନିଆଁ ଲାଗିଯାଇ ଭୟଙ୍କର ବିସ୍ଫୋରଣ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଟକ ଏସସିବିରେ ଚିକିତ୍ସାଧୀନ ଜଣେ ଆହତଙ୍କ ମୃତ୍ୟୁ ହୋଇଛି। ବାଣ ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର [...]
ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ଦୋଉ ବର କୁଲ କଠିନ ହଠ ଧାରା । ଭବଁର କୁବରୀ ବଚନ ପ୍ରଚାରା ॥ ଢାହତ ଭୂପରୂପ ତରୁ ମୂଲା । ଚଲୀ ବିପତ୍ତି ବାରିଧି ଅନୂକୂଲା ॥ ଭାବାର୍ଥ :- ଦୁଇଟି ଯାକ ବରଦାନ ସେହି ପାପ ରୂପୀ ନଦୀ ର ଦୁଇ କୁଳ ସଦୃଶ ଆଉ ରାଣୀ କୈକେୟୀଙ୍କ ଜିଦଖୋର କଠୋର ବଚନ ପ୍ରଖର ସ୍ରୋତ ପରି, ପୁଣି କୁବୁଦ୍ଧି କୁବୁଜ୍ଜା ର କୁଟିଳ ପ୍ରେରଣା ପ୍ରଖର [...]
ओडिया समाचारଗୀତା ଉପଦେଶ: ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଆତ୍ମଶୁଦ୍ଧି ପାଇଁ ଉପାୟ ବତାଇବାକୁ ଯାଇ କହୁଛନ୍ତି:– ସତ୍କାରମାନପୂଜାର୍ଥଂ ତପୋ ଦମ୍ଭେନ ଚୈବ ଯତ୍। କ୍ରିୟତେ ତଦିହ ପ୍ରୋକ୍ତଂ ରାଜସଂ ଚଳମଧ୍ରୁବମ୍। ଅର୍ଥାତ୍ : ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିଲେ ମଧ୍ୟ ସମସ୍ତେ ଏହାକୁ ମହତ ଉଦ୍ଦେଶ୍ୟରେ ଉପଯୋଗ କରନ୍ତି ନାହିଁ । ଜଣେ ରାଜନୀତିଜ୍ଞ ଅକ୍ଲାନ୍ତ ପରିଶ୍ରମ କରି ଦିନକରେ ଅନେକ ସ୍ଥାନରେ ଭାଷଣ ଦେଇଥାନ୍ତି । ଏହା ଏକ ତପସ୍ୟା ହେଲେ ସୁଦ୍ଧା ଏହାର [...]
ओडिया समाचारଭଉଁରୀ ଅବସରରେ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣର ଚକାଡେରା ନୀତି ସମ୍ପର୍ଣ୍ଣ ହୋଇଛି
ଭଉଁରୀ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପାରମ୍ପରିକ ରୀତିରେ ସମ୍ପର୍ଣ୍ଣ ହୋଇଛି ଚକାଡେରା ନୀତି। ଶ୍ରୀଜୀଉଙ୍କ ସକାଳ ଧୂପ ବଢ଼ିଲା ପରେ ୩ଜଣ ପୂଜାପଣ୍ଡା ଶ୍ରୀଅଙ୍ଗ ରୁ ଆଜ୍ଞା ମାଳ ନେଇ ଘଣ୍ଟ, ଘଣ୍ଟା, ଓଲାର ଓ ବିଜେ କାହାଳୀ ସହ ଶ୍ରୀନହର ସମ୍ମୁଖ ରଥଖଳା କୁ ବିଜେ କରିଥିଲେ । ସେଠାରେ ରଥ ମହାରଣା ସେବକଙ୍କ ଦ୍ଵାରା ନିର୍ମିତ ହୋଇଥିବା ପ୍ରତି ରଥର ଦୁଇ ଗୋଟି ଚକ ଗୋଟିଏ ଅଖ [...]
ମୟୂରଭଞ୍ଜ ଲୋକସଭା କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର, ବିରୋଧୀ ଦଳକୁ ଟାର୍ଗେଟ

ओडिया समाचारମୟୂରଭଞ୍ଜ ଲୋକସଭା କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର, ବିରୋଧୀ ଦଳକୁ ଟାର୍ଗେଟ
ଭୁବନେଶ୍ୱର- ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ମୟୂରଭଞ୍ଜ ଲୋକସଭାକ୍ଷେତ୍ରର ଯଶୀପୁର, ସାରସକଣା, ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳାରେ ନିର୍ବାଚନ ପ୍ରଚାର କରି ବିରୋଧୀ ଦଳ ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ସେ କହିଲେ ଯେ, ବହୁତ ନେତା ଅଛନ୍ତି, କେବଳ ନିର୍ବାଚନ ଆସିଲେ ସେମାନଙ୍କର ଲୋକଙ୍କ କଷ୍ଟ ମନେପଡ଼େ । ସେମାନେ ଲୋକଙ୍କ ପାଖକୁ ଆସନ୍ତି, ବହୁତ ପ୍ରତିଶ୍ରୁତି ଦିଅନ୍ତି, ଆପଣମାନେ ସେମାନଙ୍କୁ ଜାଣି ରଖନ୍ତୁ ବୋଲି ସେ କହିଥିଲେ [...]
ଭୋଟ ଗଣତି ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ओडिया समाचारଭୋଟ ଗଣତି ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଗତ ୧୩ ତାରିଖରେ ବ୍ରହ୍ମପୁର ଲୋକସଭା ସମେତ ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା। ମତଦାନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାରେ ସରିଥିଲା। ଏବେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇ ରହିଛି। ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା ମୋହନା ଓ ପାରଳାଖେମୁଣ୍ଡିର [...]
ପଶ୍ଚିମ ଓଡିଶା ପାଲଟିଲା ତତଲା କଢ଼େଇ : ୪୬. ୩ ଡିଗ୍ରୀ ସହ ବଲାଙ୍ଗୀର ଉତ୍ତପ୍ତ ସହର, ୧୦ ସହରର ତାପମାତ୍ରା ୪୪ ଡିଗ୍ରୀ କିମ୍ବା ଅଧିକ
ଭୁବନେଶ୍ୱର – ରାଜ୍ୟରେ ପୁଣି ଅସହ୍ୟ ଗ୍ରୀଷ୍ମ ଯନ୍ତ୍ରଣା । ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହୋଇଛି। ଆଜି ଚାରି ସହରର ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି । ୧୦ ସହରର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଆଜି ବଲାଙ୍ଗିର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୪୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା [...]
ନିମାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’

ओडिया समाचारନିମାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’
ଭୁବନେଶ୍ୱର – ପ୍ରଧାନମନ୍ତ୍ରୀଙ୍କ ‘ସ୍ୱାସ୍ଥ୍ୟାବସ୍ଥା’ ମନ୍ତବ୍ୟର ଜବାବ ରଖିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମାପଡ଼ା ଯାଇ ନିର୍ବାଚନ ପ୍ରଚାର କରିଛନ୍ତି। ନିମାପଡ଼ାରେ ଏକ ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ। ରୋଡ୍ ଶୋ’ରେ ହଜାର ହଜାର ସମର୍ଥକ ସାମିଲ ହୋଇ ନବୀନଙ୍କୁ ସ୍ୱାଗତ କରିଛନ୍ତି ।
ओडिया समाचारମୋ’ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି, ପ୍ରଧାନମନ୍ତ୍ରୀ ମୋତେ ଫୋନଟେ କରିଥିଲେ ଭଲ ହୁଅନ୍ତା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ନିଜର ସ୍ୱାସ୍ଥ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାରେ ଏକ ଜନସଭାରେ ଦେଇଥିବା ମନ୍ତବ୍ୟର ଅବିଚଳିତ ଏବଂ ଦୃଢ଼ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସୁପ୍ରିମୋ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗୁଜବରେ ବିଶ୍ୱାସ କରି ମୋ’ ସ୍ୱାସ୍ଥ୍ୟ ସମ୍ପର୍କରେ ଟିପ୍ପଣୀ କରିଛନ୍ତି। ଆଉ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଥିବା ନେଇ ଏକ ଯାଞ୍ଚ କମିଟି ଗଠନ କରିବେ ବୋଲି କହିଛନ୍ତି। ଯଦି ସେ ତାଙ୍କ ସ୍ୱାସ୍ଥ୍ୟ [...]
