ओडिया समाचारବିଭ୍ରାନ୍ତିକର ବିଜ୍ଞାପନ ନେଇ ବାବା ରାମଦେବଙ୍କ ବିରୋଧରେ ପୁଣି ଏକ ଫୌଜଦାରୀ ମାମଲା
ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ସହ ପ୍ରତିଷ୍ଠାତା ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ କେରଳ କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ ହୋଇଛି। କମ୍ପାନୀର ବିଭ୍ରାନ୍ତିକର ବିଜ୍ଞାପନ ଅଭିଯୋଗରେ ଏହି ମାମଲା ଦାୟର ହୋଇଛି। କୋଜିକୋଡ ସ୍ଥିତ ଜୁଡିସିଆଲ୍ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଶୁଣାଣି ବେଳେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ବ୍ୟକ୍ତିଗତ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ନିକଟରେ [...]
ओडिया समाचार‘ଚାପ ଓ ରାଜନୀତି’ ନେଇ ରାହୁଲଙ୍କ ଚେତାବନୀ ପରେ ଟିମ୍ ଇଣ୍ଡିଆ କୋଚ୍ ଦୌଡ଼ରୁ ଓହରିଲେ ଜଷ୍ଟିନ ଲାଙ୍ଗର୍
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜଷ୍ଟିନ ଲାଙ୍ଗର ଭାରତର ମୁଖ୍ୟ କୋଚ୍ ପଦ ପାଇଁ ଆଗ୍ରହୀ ଥିଲେ । ହେଲେ ଏହି ପଦ ସହ ଜଡିତ ‘ଚାପ ଏବଂ ରାଜନୀତି’ ନେଇ କେ.ଏଲ୍ ରାହୁଲ ତାଙ୍କୁ ସତର୍କ କରାଇବା ପରେ ସେ ଟିମ୍ ଇଣ୍ଡିଆ କୋଚ୍ ହେବା ଇଚ୍ଛା ଛାଡ଼ି ଦେଇଛନ୍ତି । ଆଇପିଏଲର ଚଳିତ ସିଜନରେ ରାହୁଲଙ୍କ ନେତୃତ୍ଵାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସର ମୁଖ୍ୟ କୋଚ୍ ଭାବେ ଦାୟିତ୍ଵ ତୁଲାଇଥିଲେ ଲାଙ୍ଗର । ‘ବିବିସି ଷ୍ଟମ୍ପଡ୍’ [...]
ରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

ओडिया समाचारରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରିଛନ୍ତି। ବିପୁଳ ଜନସମୁଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଯେ, ମାଟିର ଝିଅ, [...]
ओडिया समाचारବୁଥ୍ଓ୍ବାରି ମତଦାନ ତଥ୍ୟ ଅପଲୋଡ୍ କରିବା ପାଇଁ ଇସିକୁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ୱେବସାଇଟରେ ବୁଥ୍ଓ୍ବାରି ମତଦାନ ପ୍ରତିଶତ ତଥ୍ୟ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏକ ବେସରକାରୀ ସଂଗଠନ (ଏନଜିଓ) କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଲୋକସଭା ନିର୍ବାଚନ ଚାଲିଥିବା ବେଳେ ୱେବସାଇଟରେ ବୁଥଓ୍ବାରି ଭୋଟ୍ ପ୍ରତିଶତ ତଥ୍ୟ ଅପଲୋଡ୍ କାର୍ଯ୍ୟରେ ଲୋକଙ୍କୁ ନିୟୋଜିତ କରିବା ନିର୍ବାଚନ କମିଶନ ପାଇଁ କଷ୍ଟକର ହେବ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଏକ ଅବକାଶ [...]
କାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍, ମଇଦାନରେ ୪୪୭ ପ୍ରାର୍ଥୀ

ओडिया समाचारକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍, ମଇଦାନରେ ୪୪୭ ପ୍ରାର୍ଥୀ
ଭୁବନେଶ୍ୱର – ଆସନ୍ତାକାଲି ରାଜ୍ୟର ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ମତଦାନ କରାଯିବ। ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ତୃତୀୟ ପର୍ଯ୍ୟାୟରେ ମୋଟ ୪୪୭ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ୬ ଲୋକସଭା ଆସନରେ ୬୪ ଓ [...]
ओडिया समाचारସନ୍ଦେଶଖାଲି ଆନ୍ଦୋଳନର ଚେହେରା ସିରିୟା ପରବୀନ୍ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ମିଶିଲେ
କୋଲକାତା: ବିଜେପି ନେତ୍ରୀ ତଥା ସନ୍ଦେଶଖାଲି ଆନ୍ଦୋଳନର ଜଣାଶୁଣା ଚେହେରା ସିରିୟା ପରବୀନ୍ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, ବିଜେପି ପ୍ରତି ତାଙ୍କର ମୋହଭଙ୍ଗ ହୋଇଯାଇଛି କାରଣ ଗୈରିକ ଦଳରେ ସେ ଅଣନିଃଶ୍ବାସୀ ଅନୁଭବ କରୁଥିଲେ। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପିର ବସିରହାଟ ମଣ୍ଡଳର ସଚିବ ଭାବେ କାର୍ଯ୍ୟ କରିଥିବା ପରବୀନଙ୍କ ତୂଣମୂଳ କଂଗ୍ରେସରେ ସାମିଲ ନେଇ ଦଳ ପକ୍ଷରୁ ଏକ ସାଧାରଣ ସଭାରେ ଘୋଷଣା କରାଯାଇଥିଲା। ଏହି ସଭାରେ ରାଜ୍ୟ [...]
ओडिया समाचारମେ’ ୨୬ରେ ମାଟ୍ରିକ ପରୀକ୍ଷା ଫଳ, ଅପରାହ୍ନ ୪ଟା ସୁଦ୍ଧା ମିଳିବ ଡିଜିଟାଲ ସାର୍ଟିଫିକେଟ
ଭୁବନେଶ୍ବର – ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ସାଢ଼େ ୧୦ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସକାଳ ୧୧ଟା ୩୦ ସୁଦ୍ଧା bseodisha.ac.in ୱେବସାଇଟ୍ରେ ମାଟ୍ରିକ ପରୀକ୍ଷା ଫଳ ଉପଲବ୍ଧ ହେବ । ଇଣ୍ଟରନେଟ୍ ସୁବିଧା ନ ଥିଲେ ଏସ୍ଏମ୍ଏସ୍ରେ ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ । ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ । ଏ ନେଇ ପ୍ରେସ୍ମିଟରେ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା [...]
ओडिया समाचारଆଜି ଦ୍ୱିତୀୟ କ୍ବାଲିଫାୟର: ଫାଇନାଲରେ ସ୍ଥାନ ପାଇଁ ରାଜସ୍ଥାନ ରୟାଲ୍ସ – ସନରାଇଜର୍ସ ମଧ୍ୟରେ ଲଢ଼େଇ
ଚେନ୍ନାଇ: ଆଜି ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ୍ ୨୦୨୪ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍)ରେ ଖେଳାଯିବ। ଏହି ମ୍ୟାଚରେ ବିଜେତା ଦଳ ଫାଇନାଲକୁ ଉନ୍ନୀତ ହେବ। ୨୦୧୬ ଚାମ୍ପିୟନ ସନରାଇଜର୍ସ ହାଇଦ୍ରାବାଦ ସପ୍ତମ ଥର ପାଇଁ ଆଇପିଏଲ୍ ପ୍ଲେ ଅଫ୍ ରେ ପହଞ୍ଚିଛି | ଦଳ ୨୦୧୩ରେ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ଖେଳିଥିଲା, ଯାହା ଏହାର ଡେବ୍ୟୁ ସିଜନ୍ ଥିଲା | ହାଇଦ୍ରାବାଦ ୪ [...]
ଲୋକସଭା ନିର୍ବାଚନରେ ୧୨୧ ପ୍ରାର୍ଥୀ ନିରକ୍ଷର

ओडिया समाचारଲୋକସଭା ନିର୍ବାଚନରେ ୧୨୧ ପ୍ରାର୍ଥୀ ନିରକ୍ଷର
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଲଢୁଥିବା ମୋଟ ୮,୩୬୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ ଜଣ ନିଜକୁ ନିରକ୍ଷର ବୋଲି ଘୋଷଣା କରିଛନ୍ତିି। ଆଉ ୩୫୯ ଜଣ ପ୍ରାର୍ଥୀ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବେଳେ ୬୪୭ ଜଣ ପ୍ରାର୍ଥୀ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ରିପୋର୍ଟ ମୁତାବକ ୧,୩୦୩ ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି ଏବଂ ୧,୫୦୨ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା [...]
ଅବପାତରେ ପରିଣତ ହେଲା ସୁଦୃଶ ଲଘୁଚାପ କ୍ଷେତ୍ର

ओडिया समाचारଅବପାତରେ ପରିଣତ ହେଲା ସୁଦୃଶ ଲଘୁଚାପ କ୍ଷେତ୍ର
ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଦୃଶ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଆଜି ଅବପାତରେ ପରିଣତ ହୋଇଛି। ଗତକାଲିର ସୁଦୃଶ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଗୋଟିଏ ବାତ୍ୟା ତଥା ସନ୍ଧ୍ୟା ସୁଦ୍ଧା ଏକ ଭୀଷଣ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି। ସମ୍ଭାବ୍ୟ ବାତ୍ୟାର [...]
