ନ୍ୟୁଜରୁମ୍ ଓଡିଶା : ସକାଳର ଖବର

ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

ଘରୋଇ ହସପିଟାଲକୁ ଆଉ କୋଭିଡ ଟିକା ଯୋଗାଇବେ ନାହିଁ ରାଜ୍ୟ ସରକାର

୮ଟି ଜିଲ୍ଲାରେ ଅକସିଜେନ ପ୍ଲାଂଟ୍ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, କୋରୋନାର ତୃତୀୟ ଲହର ପ୍ରତି ସତର୍କ ରହିବାକୁ ପରାମର୍ଶ

ଆଇପିଏସ ସ୍ତରରେ ଅଦଳବଦଳ : ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ, ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଂଚ ଏଡିଜି

ଜୁଲାଇ ୩୧ ପୂର୍ବରୁ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ସବୁ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଜମ୍ମୁ-କାଶ୍ମୀର ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଖୁବ୍‌ଶୀଘ୍ର ହେବ ବିଧାନସଭା ନିର୍ବାଚନ

ହାର୍ଡକୋର ନକ୍ସଲ ହରିଭୂଷଣର କରୋନାରେ ମୃତ୍ୟୁ, ମୁଣ୍ଡ ଉପରେ ଥିଲା ୪୦ ଲକ୍ଷ ଟଙ୍କା ପୁରସ୍କାର

Comments are closed.