ନ୍ୟୁଜରୁମ୍ : ସକାଳର ଖବର

୧.ପୁରୀ ଗସ୍ତ କରି ଶ୍ରୀମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

୨.‘ମୋ ବିଚ୍ ଯୋଗ’ : କୋଭିଡ-୧୯ ଓ ପରିବେଶ ସଚେତନତା ପାଇଁ ଏକ ଅଭିନବ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

୩.ଦାଦାବଟି ମାଗୁଥିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ପୁଣି ଗିରଫ

୪.ଭୁବନେଶ୍ୱରରେ ପ୍ଲାଜମା ଦାନ କରିବେ ଶ୍ରୀମନ୍ଦିରର ୨ ସେବାୟତ

୫.ପୁଣି ଅଡୁଆରେ ଅଭିନେତ୍ରୀ କଂଗନା, ସାଂପ୍ରଦାୟିକ ବିଦ୍ୱେଷ ପ୍ରସାର ଅଭିଯୋଗରେ ଏତଲା ଦାୟର ପାଇଁ ବାନ୍ଦ୍ରା କୋର୍ଟଙ୍କ ନିର୍ଦ୍ଦେଶ

୬.ଋଷିୟ କୋରୋନା ଟିକା ‘ସ୍ପୁଟନିକ –ଭି’ ର ଭାରତରେ ମାନବ ପରୀକ୍ଷଣ ପାଇଁ ଡକ୍ଟର ରେଡିସକୁ ମିଳିଲା ଡିଜିସିଆଇ ଅନୁମତି

Comments are closed.