ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଜାତୀୟ ଦଳର ଆଭିମୁଖ୍ୟକୁ ନବୀନଙ୍କ ସମାଲୋଚନା

ଭୁବନେଶ୍ୱର- ବିଜୁ ଯୁବ ଜନତା ଦଳର
କାର୍ଯ୍ୟକାରିଣୀକୁ ସମ୍ବୋଧନ କରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ଉଠାଇଛନ୍ତି ବିଜେଡି ସୁପ୍ରିମୋ ନବୀନ । ସେ କହିଛନ୍ତି ଯେ, ନିର୍ବାଚନ ଜିତିଲା ପରେ ପ୍ରତିଶ୍ରୁତି ଭୁଲି ଯାଏ ଜାତୀୟ ଦଳ । ବିଜେପି ଓ କଂଗ୍ରେସ ଇସ୍ତାହାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତିଶ୍ରୁତି ଥିଲା । ମାତ୍ର ନିର୍ବାଚନ ପରେ ସେମାନେ ଏହା ଭୁଲିଯାଇଛନ୍ତିା ମାତ୍ର ବିଜେଡି ଏଥିପାଇଁ ଲଢେଇ ଜାରି ରଖିବ ବୋଲି ବୋଲି ନବୀନ କହିବା ସହ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ବିଜେଡିର ସଂକଳ୍ପ ବୋଲି କହିଛନ୍ତି ।

Comments are closed.