Browsing Tag

Biju Yuva Janata Dal

ଭବାନୀକାନ୍ତ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନିଯୁକ୍ତ

ଭୁବନେଶ୍ବର: ଏକ ପରିବର୍ତ୍ତିତ ନିର୍ଦ୍ଦେଶାମାରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପସଭାପତି ଭବାନୀକାନ୍ତ ସାହୁଙ୍କୁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଯୁବ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଥିବା ଲକ୍ଷ୍ମଣ ଚୌଧୁରୀଙ୍କୁ ଦଳର…

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଜାତୀୟ ଦଳର ଆଭିମୁଖ୍ୟକୁ ନବୀନଙ୍କ ସମାଲୋଚନା

ଭୁବନେଶ୍ୱର- ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀକୁ ସମ୍ବୋଧନ କରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ଉଠାଇଛନ୍ତି ବିଜେଡି ସୁପ୍ରିମୋ ନବୀନ । ସେ କହିଛନ୍ତି ଯେ, ନିର୍ବାଚନ ଜିତିଲା ପରେ ପ୍ରତିଶ୍ରୁତି ଭୁଲି ଯାଏ ଜାତୀୟ ଦଳ । ବିଜେପି ଓ କଂଗ୍ରେସ ଇସ୍ତାହାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା…

ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ : ନବୀନ କହିଲେ ଓଡିଶାର ହକ୍ ପାଇଁ ଲଢେଇ ଚାଲିଛି

ଭୁବନେଶ୍ୱର- ରାଜ୍ୟ କାର୍ଯ୍ୟାଳୟରେ ଯୁବ ବିଜେଡିରି କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି ଓ ୩୫ଟି ସାଂଗଠନିକ ଜିଲ୍ଲାର ସମସ୍ତ ସଭାପତି ଏଥିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…