ଜୟନ୍ତୀରେ ବିକ୍ରମ ସାରାଭାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର –ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର ମହାକାଶ ଗବେଷଣା କାର୍ଯ୍ୟକ୍ରମର ଜନକ ପଦ୍ମବିଭୂଷଣ ବିକ୍ରମ ସାରାଭାଇଙ୍କ ଆଜି ହେଉଛି ଜୟନ୍ତୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ବିକ୍ରମ ସାରାଭାଇଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିକ୍ରମ ସାରାଭାଇ ଭାରତରେ ମହାକାଶ ଗବେଷଣାରେ ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିବା ସହ ଏକାଧିକ ଖ୍ୟାତନାମା ପ୍ରତିଷ୍ଠାନର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

Comments are closed.