ଉତ୍ତମ ସ୍ୱାସ୍ଥ୍ୟଠାରୁ ବଡ ସମ୍ପଦ କିଛି ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇବା ପରେ ମାଲକାନଗିରିର ମାଆମାନଙ୍କ ମୁହଁରେ ସୁରକ୍ଷା ଓ ଆତ୍ମସନ୍ତୋଷର ହସ ଫୁଟିଛି । ଏହିହସ ତାଙ୍କୁ ସବୁଠୁ ଆନନ୍ଦ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି । ସମସ୍ତେ ସୁସ୍ଥ ରହିବା ସେ ଚାହାନ୍ତି ବୋଲି କହିଛନ୍ତି ନବୀନ । ଉତ୍ତମ ସ୍ୱାସ୍ଥ୍ୟଠାରୁ ବଡ ସଂପଦ ଆଉ କିଛି ନାହିଁ । ସ୍ୱାସ୍ଥ୍ୟର ସୁରକ୍ଷା ରାଜ୍ୟ ସରକାରଙ୍କ ବଡ ସଂକଳ୍ପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.