ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର- ଆଜି ହେଉଛି ମହାନ ସଂଗୀତ ନିର୍ଦ୍ଦେଶକ,ଗାୟକ ଓ ଗୀତିକାର ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ସଂଗୀତ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଓଡିଆ ଆଧୁନିକ ସଂଗୀତ ଓ ଭଜନ ରଚନା କ୍ଷେତ୍ରରେ ଅକ୍ଷୟଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ସ୍ୱତନ୍ତ୍ର ପରିବେଷଣ ଶୈଳୀ ଜରିଆରେ ସଂଗୀତ ଜଗତରେ ସେ ଛାଡି ଯାଇଥିବା ଚାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.