ମମିତା ମେହେର ହତ୍ୟା ମାମଲା : ଅଭିଯୁକ୍ତ ଗୋବିନ୍ଦ ସାହୁର ସହ ଯୋଗୀ ରାଧେ ଗିରଫ, ଦୁଇ ଅଟକଙ୍କୁ ରାଜସାକ୍ଷୀ କଲା ପୋଲିସ

ବଲାଙ୍ଗିର – ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହ ଯୋଗୀ ରାଧେକୁ ଗିରଫ କରାଯାଇଛି । ଅଟକ ଥିବା ଅନ୍ୟ ଦୁଇ ଜଣଙ୍କୁ ରାଜସାକ୍ଷୀ କରିିଛି ପୋଲିସ । ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ମୁନସୀ ଗୁପ୍ତେଶ୍ୱର ତାଣ୍ଡିକୁ ରାଜସାକ୍ଷୀ କରିିଛି ପୋଲିସ । ରାଧେକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ପୋଲିସ ।

Comments are closed.