ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଆଜି ବନକଲାଗି ନୀତି, ଅପରାହ୍ନ ୪ରୁ ଦର୍ଶନ ବନ୍ଦ

ପୁରୀ – ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ହେବ । ଶ୍ରୀଜିଉମାନଙ୍କ ଏହି ନୀତି ସ୍ୱତନ୍ତ୍ର ନୀତି ଦୀର୍ଘ ୪ ଘଣ୍ଟା ଧରି ଚାଲିବ । ବନକଲାଗି ନୀତି ଯୋଗୁଁ ଅପରାହ୍ନ ୪ରୁ ରାତି ୮ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କାର୍ତ୍ତିକ କୃଷ୍ଣ ଷଷ୍ଠୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ନୀତି ହୁଏ ।

Comments are closed.