ଟାଟାରେ ଚାକିରି ଠକେଇ ମାମଲାରେ ଆକାଶ ପାଠକଙ୍କୁ ଜେରା କରିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର-ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଜେରା କରିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି । ଟାଟା କଂପାନିରେ ନିଯୁକ୍ତି ଦେବା ନାଁରେ ଠକେଇ ମାମଲାରେ ଆକାଶଙ୍କୁ ଜେରା କରିବ ଇଡିର ତିନି ଜଣିଆ ଟିମ୍ । ଏ ନେଇ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କଠାରୁ ଅନୁମତି ମିଳିଛି । ଆକାଶ ଏବେ ଜେଲରେ ଅଛନ୍ତି । ଏହି ମାମଲାରେ ପୂର୍ବରୁ କଟକ ଭିଜିଲାନ୍ସ ସେଲ୍ ଅଫିସରେ ଏସଆଇଟି ଅଧିକାରୀମାନେ ବାପା-ପୁଅଙ୍କୁ ଜେରା କରିଥିଲେ

Comments are closed.