ଦାରିଙ୍ଗବାଡିରେ ପାରଦ ୪ ଡିଗ୍ରୀକୁ ଖସିଲା, ରାଜ୍ୟରେ ସର୍ବନିମ୍ନ

ଭୁବନେଶ୍ୱର- ରାଜ୍ୟର ଦାରିଙ୍ଗବାଡିରେ ଚଳିତ ଶୀତ ଋତୁର ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଓଡିଶାର କାଶ୍ମୀରରେ ତାପମାତ୍ର ୪ ଡିଗ୍ରୀ ସେଲସିୟସ ରହିଛି, ଯାହା ଚଳିତ ଋତୁର ସର୍ବନିମ୍ନ । ଆଗାମୀ ୩ରୁ ୪ ଦିନ ଯାଏଁ ଦାରିଙ୍ଗବାଡିରେ ପାରଦ ଆହୁରି ଖସିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.