Browsing Tag

Cold Wave

ରାଜ୍ୟରେ ଆଉ ଦୁଇ ଦିନ ଶୀତ, ୨୧ରୁ କିଛି ସ୍ଥାନରେ ବର୍ଷା

ଭୁବନେଶ୍ୱର- ଆଗାମୀ ଦୁଇ ଦିନ ରାଜ୍ୟରେ ପାଗ ଅପରିବର୍ତ୍ତିତ ରହିବ । ତେବେ ପରବର୍ତ୍ତୀ ତିନି ଦିନ ରାତି ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଉ ଦୁଇ ଦିନ ଘନ କୁହୁଡି…

୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀରୁ କମ୍ , ଫୁଲବାଣୀ ଶୀତଳ ସହର

ଭୁବନେଶ୍ୱର- ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ବୃଦ୍ଧି ପାଇ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି । ପୁଣି ଥରେ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ହୋଇଛି । ଗତକାଲି ରାତିରେ ଫୁଲବାଣୀ ସହରର ତାପମାତ୍ରା…

ରାଜ୍ୟରେ ବଢିବ ରାତି ତାପମାତ୍ରା ଜାଡରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଇଛି । ଫଳରେ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ଏହା ଆହୁରି ବଢିପାରେ । ଦୁଇ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ଯାଏଁ ବଢିବ ତାପମାତ୍ରା ।…

ଶୀତ ପ୍ରକୋପ : ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ, ଫୁଲବାଣୀ ସବୁଠୁ ଥଣ୍ଡା

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଶୀତ ପ୍ରକୋପ । ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୫ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ରାଜ୍ୟର ଥଣ୍ଡା ସହର ହୋଇଛି । ଦାରିଙ୍ଗବାଡିରେ ରାତି ତାପମାତ୍ରା ଥିଲା ୬ ଦଶମିକ ୫ ଡିଗ୍ରୀ ସେଲସିୟସ । ଝାରସୁଗୁଡାରେ ୭ ଦଶମିକ ୧, ଟିଟିଲାଗଡରେ ୭ ଦଶମିକ…

ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ, ୩ ଦଶମିକ ୫ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର – ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଦାରିଙ୍ଗବାଡିରେ ରାତି ତାପମାତ୍ରା ଆହୁରି ହ୍ରାସ ପାଇଛି । ଦାରିଙ୍ଗବାଡିରେ ରାତି ତାପମାତ୍ରା ୩ ଦଶମିକ ୫ ଡିଗ୍ରୀକୁ ଖସିଛି , ଯାହା କି ଚଳିତ ଋତୁରେ ଏ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା । ଦିନକ ଆଗରୁ ଓଡିଶାର କାଶ୍ମୀରରେ ରାତିର…

ରାଜ୍ୟରେ ଶୀତ ବଢିବ, ଆସନ୍ତାକାଲି ସକାଳ ଯାଏଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର-ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଗତକାଲି ରାତିରେ ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ, ରାଜ୍ୟରେ ଶୀତ ଆହୁରି ବଢିବ । ଉତ୍ତର –ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ରାଜ୍ୟରେ ଶୀତ ବଢିବ…