ଏମକେସିଜି କୋଭିଡ ହସପିଟାଲ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ, ଚିକିତ୍ସା ସୁବିଧା ନେଇ ରୋଗୀଙ୍କ ସହ ଆଲୋଚନା

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଏମକେସିଜି ମେଡିକାଲ କଲେଜର କୋଭିଡ ହସପିଟାଲ ପରିଦର୍ଶନ । ଜିଲ୍ଲାପାଳ ଏମକେସିଜି କୋଭିଡ ହସପିଟାଲ ପରିଦର୍ଶନ କରି ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ଆଲୋଚନା କରିଛନ୍ତି । କୋଭିଡ ହସପିଟାଳରେ ଚିକିତ୍ସା ସୁବିଧା ଓ ଅନ୍ୟାନ୍ୟ ସହାୟତା ନେଇ ସବୁ ରୋଗୀ ସନ୍ତୋଷ ପ୍ରକାଶ କରିଥିବା ଜିଲ୍ଲାପାଳ କହିଛନ୍ତି । କୋଭିଡ୍ ତୃତୀୟ ଲହରରେ ଗଞ୍ଜାମ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି । ଦିନକୁ ଦିନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

Comments are closed.