ସହିଦ ରେଣ୍ଡୋ ମାଝିଙ୍କ ନାମରେ ନାମିତ ହେଲା ଭବାନୀପାଟଣା ମେଡିକାଲ କଲେଜ ଓ ହସପିଟାଲ

ଭୁବନେଶ୍ୱର – କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମେଡିକାଲ କଲେଜ ଓ ହସପିଟାଲ ସହିଦ ରେଣ୍ଡୋ ମାଝିଙ୍କ ନାମରେ ନାମିତ କରାଯାଇଛି। କଳାହାଣ୍ଡି ଜିଲ୍ଲାର ମହାନ ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝିଙ୍କୁ ସମ୍ମାନରେ ଭବାନୀପାଟଣା ମେଡିକାଲ କଲେଜ ଓ ହସପିଟାଲର ନାମକରଣ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Comments are closed.