ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ

॥ ଅଯୋଧ୍ୟା କାଣ୍ଡ ॥

ଜବ ଲଗି ଜିଔଂ କହଉଁ କର ଜୋରୀ । ତବ ଲାଗି ଜନି କଛୁ କହସି ବହୋରୀ॥ ଫିରି ପଛିତୈହସି ଅଂତ ଅଭାଗୀ। ମାରସି ଗାଇ ନହାରୂ ଲାଗୀ ॥

ଭାବାର୍ଥ :- ରାଜା ଦଶରଥ କହିଲେ, ମୁଁ ହାତ ଜୋଡି କହୁଛି କି ଯେପର୍ଯ୍ୟନ୍ତ ମୁଁ ବଞ୍ଚିଛି, ସେ ପର୍ଯ୍ୟନ୍ତ ତୁମେ ମୋତେ କିଛି କହିବ ନାହିଁ । ଆରେ ଅଭାଗିନୀ ! ସାମାନ୍ୟ ଧନୁର ଡୋରି ପାଇଁ ଖଣ୍ଡେ ଚମଡା ପାଇଁ ତୁ ଘରର ଗାଇକୁ ମାରୁଛୁ ।

Comments are closed.