Browsing Tag

BeMC

ଆଜିଠାରୁ ବ୍ରହ୍ମପୁର ସହରରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର - ଆଜିଠାରୁ ବ୍ରହ୍ମପୁର ମହାନଗର ଅଂଚଳରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଂ ୧୧୨ଟି ଟିମ ଗଠନ ହୋଇଛି । ଏଏନଏମ, ଅଙ୍ଗନବାଡି କର୍ମୀ ଓ ଆଶା ଦିଦିଙ୍କୁ ନେଇ ଗଠିତ ହୋଇଛି ୧୧୨ଟି ଟିମ୍ । ଥର୍ମାଲ ସ୍କ୍ରିନିଂ, ଅକ୍ସିଜେନ ଯାଂଚ ସହ କୋରୋନା…

ବ୍ରହ୍ମପୁରକୁ ନୂଆ ପରିଚୟ ଦେବେ ନବୀନ

ଭାରତରେ ଚଣ୍ଡିଗଡ଼, ଆଉ ଓଡ଼ିଶାରେ ବ୍ରହ୍ମପୁର । ଦୁଇଟି ଭିତରେ ସମାନତା କଣ ରହିଛି ପ୍ରଶ୍ନ କଲେ ଉତ୍ତର ମିଳିବ ରକ୍ ଗାର୍ଡେନ୍। ଚଣ୍ଡିଗଡ଼ରେ ଦେଶର ପ୍ରଥମ ପ୍ରସ୍ତର ଉଦ୍ୟାନ ନିର୍ମାଣ କରାଯାଇଥିବା ବେଳେ ବ୍ରହ୍ମପୁରରେ ଆମ ରାଜ୍ୟର ପ୍ରଥମ ତଥା ଦେଶର ଦ୍ବିତୀୟ ରକ୍ ଗାର୍ଡେନ୍ ନିର୍ମାଣ ଚାଲିଛି…

ବ୍ରହ୍ମପୁରବାସୀଙ୍କ ପ୍ରତୀକ୍ଷାର ହେବ ଅନ୍ତ, କାଲି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର – ରେଶମ ସହରବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ସହରର କେନ୍ଦ୍ରସ୍ଥଳରେ ନବନିର୍ମିତ ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ଆସନ୍ତାକାଲି ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରମୋଦ ଉଦ୍ୟାନକୁ ଆସନ୍ତାକାଲି ( ସୋମବାର ) ଅପରାହ୍ନ ୫ଟା ୧୫…