Browsing Tag

Bhubaneswar Smart City Limited

ବଦଳିବ ରାଜଧାନୀର ୯ ପ୍ରମୁଖ ରାସ୍ତାର ଡିଜାଇନ୍ ,ପଥଚାରୀ ଓ ସାଇକେଲ ଚାଳକଙ୍କ ଯାତାୟତ ହେବ ସୁଗମ

ଭୁବନେଶ୍ୱର- ଯାତାୟତ ସୁବିଧା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମଟେଡ୍ ( ବିଏସସିଏଲ ) ଓ ରାଜ୍ୟ ପୂର୍ତ ବିଭାଗ ମିଳିତ ଭାବେ ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସିଟିଜ୍ ଯୋଜନାରେ ଭୁବନେଶ୍ୱର ସ୍ମାର୍ଟ ସିଟିରେ ବିଭିନ୍ନ ରାସ୍ତାର ନବକଳେବର କରାଯିବ । ରାଜଧାନୀର ୯ଟି ପ୍ରମୁଖ…