ସମ୍ବେଦନଶୀଳ ସରକାରର ଜନହିତକର ନିଷ୍ପତ୍ତି: ୩୦ ଲକ୍ଷ ପରିବାରକୁ ଘର ମରାମତି ପାଇଁ ମିଳିବ ୧୪୪୪ କୋଟି ଟଙ୍କା
ଲେଖକ: ପ୍ରତିଭା ନେପାକ
ଲଗାତାର ଶାସନ କ୍ଷମତାରେ ରହିବା କୌଣସି ରାଜନୈତିକ ଦଳ ତଥା ରାଜନେତାଙ୍କ ପାଇଁ ଆଦୌ ସହଜ କଥା ନୁହେଁ। ଯଦି ବା ଦଳ କ୍ଷମତାରେ ରହିଥାଏ, ତେବେ ଶାସନ ମୁଖିଆଙ୍କୁ ବିରୋଧ ଆରମ୍ଭ ହୋଇଯାଏ ଓ ସେହି ଚେହେରାକୁ ବଦଳାଇବାକୁ ପଡ଼ିଥାଏ। ପଶ୍ଚିମବଙ୍ଗରେ ବିଗତ ଶତାବ୍ଦୀରେ ଅନେକ…