Browsing Tag

BJD MP Sasmit Patra

ବେଆଇନ କାରବାର ଘୋଡାଇବା ପାଇଁ ମିଡିଆକୁ ଢାଲ କରୁଛି ଓଟିଭି : ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର- ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପ ଓ ଏଥିରେ ସଂପୃକ୍ତ ଲୋକଙ୍କୁ ମିଡିଆ ଜରିଆରେ ଘଂଟ ଘୋଡାଇବା ଅନେକଙ୍କ ପାଇଁ ଏକ ଫ୍ୟାସନରେ ପରିଣତ ହୋଇଛି । ବେଆଇନ ଜମି କିଣା ମାମଲାରେ ଓଡିଶା ଇନଫ୍ରାଟେକ୍ ନିର୍ଦ୍ଦେଶକ ତଥା ଓଟିଭି ସିଏଫଓ ମନୋରଂଜନ ଷଡଙ୍ଗୀଙ୍କ ଗିରଫଦାରି ଏହାର ଉଦାହରଣ ।…