Browsing Tag

BJD State Council Meeting

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ନେତା ଓ ଅଫିସରମାନେ ସଂପତି ତାଲିକା ଦେବା ବାଧ୍ୟତାମୂଳକ

ଭୁବନେଶ୍ୱର- ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ନେତା ଓ ଅଫିସରମାନେ ସଂପତି ତାଲିକା ଦେବା ବାଧ୍ୟତାମୂଳକ ହେବ ବୋଲି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ସରପଂଚଙ୍କଠାରୁ ମନ୍ତ୍ରୀ ଯାଁଏ ଓ ସରକାରୀ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବ…

ବିଜେଡି ରାଜ୍ୟ ପରିଷଦ ବୈଠକ : ସରକାର ଓ ସଂଗଠନ ପାଇଁ ସଂଧ୍ୟା ସୁଦ୍ଧା ମତାମତ ମାଗିଲେ ନବୀନ

ଭୁବନେଶ୍ୱର- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ରାଜ୍ୟ ପରିଷଦ ବୈଠକ ଆରମ୍ଭ ହୋଇଛି । ଏଥିରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ରାଜ୍ୟ  ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି । ବୈଠକରେ ସରକାର ଓ ଦଳୀୟ ସଂଗଠନ ପାଇଁ କାର୍ଯ୍ୟକର୍ତାମାନଙ୍କୁ ମତାମତ…