Browsing Tag

Brown Sugar

ନୟାଗଡରେ ୪ କେଜିରୁ ଅଧିକ ବ୍ରାଉନସୁଗାର ଜବତ

ନୟାଗଡ- ନୟାଗଡରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ନୟାଗଡ ପିଡବ୍ଲୁଡି ଲେନରେ ଏସଟିଏଫ ଚଢାଉ କରି ୪ କିଲୋଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ କୋଟି ହେବ । ବ୍ରାଉନସୁଗାର ସମେତ ୬୦ ଲକ୍ଷରୁ ଅଧିକ ନଗଦ ଟଙ୍କା , ୩ଟି ପିସ୍ତଲ ଓ ବହୁ ଅଫୁଟା…

ଖୋର୍ଦ୍ଧା ଜଙ୍କିଆରୁ ୩୫୦ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର- ଖୋର୍ଦ୍ଧା ଜଙ୍କିଆରୁ ୩୫୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । କ୍ରାଇମବ୍ରାଂଚ ଏସଟିଏଫ ବ୍ରାଉନସୁଗାର ଜବତ କରିଛି । ଜଳେଶ୍ୱରରୁ ଆଣି ଜଙ୍କିଆରେ ଡିଲ୍ ହେଉଥିବା ବେଳେ ଡିଲରକୁ ଗିରଫ କରାଯାଇଛି । ଗିରଫ ଜଣକ ହେଉଛନ୍ତି ଖୋର୍ଦ୍ଧା ଓରବରସିଂର ଅକ୍ଷୟ ବଳିୟାର ସିଂ । ତାଠାରୁ ୮୦…