Browsing Tag

BSF

ସ୍ୱାଭିମାନ ଅଂଚଳରେ ଆଉ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା

ମାଲକାନଗିରି- ସ୍ୱାଭିମାନ ଅଞ୍ଚଳରେ ଆଉ ଏକ ବିଏସଏଫ ଶିବିର ପ୍ରତିଷ୍ଠା କରାଯାଇଛି । ସ୍ୱାଭିମାନ ଅଂଚଳ ପଣସପୁଟ ପଂଚାୟତର ଘନବେଡାରେ ପ୍ରତିଷ୍ଠା କରାଯାଇଛି ନୂଆ ବିଏସଏଫ କ୍ୟାମ୍ପ । ଉନ୍ନୟନମୂଳକ କାର୍ଯ୍ୟକୁ ମାଓବାଦୀଙ୍କଠାରୁ ସୁରକ୍ଷା ପାଇଁ ଏହି ଅଂଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା…

ମାଲକାନଗିରି ଜିଲ୍ଲା ଗୁଗାପଦରରେ ଆଇଇଡି ବିସ୍ଫୋରଣ , ବିଏସଏଫ ଯବାନ ଆହତ

ମାଲକାନଗିରି – ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଗୁଗାପଦରରେ ଆଇଇଡି ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ବିଏସଫ ଯବାନଙ୍କ କମ୍ବିଂ ଅପରେସନ ବେଳେ ବିସ୍ଫୋରଣ ହୋଇଥିଲା । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଲାକୁ…

ଅଘଟଣରୁ ବର୍ତ୍ତିଲେ ବିଏସଏଫ ଯବାନ, ମାଲକାନଗିରି ଜିଲ୍ଲା ହାଣ୍ଡିଖାଲ ଜଙ୍ଗଲରୁ ଲ୍ୟାଣ୍ଡ ମାଇନ ଜବତ

ମାଲକାନଗିରି- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପଣସପୁଟ ପଂଚାୟତର ହାଣ୍ଡିଖାଲ ଜଙ୍ଗଲରୁ ଲ୍ୟାଣ୍ଡ ମାଇନ ଜବତ ହୋଇଛି । ବିଏସଏଫ ଯବାନମାନେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ୫କେଜି ଲ୍ୟାଣ୍ଡ୍ ମାଇନ ଠାବ କରିଥିଲେ । ଯବାନମାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିଲା ବୋଲି ଅନୁମାନ…