Browsing Tag

Chief Minister Naveen Patnaik

ରାଜ୍ୟର ଶ୍ରେଷ୍ଠ ୬ଟି ସରକାରୀ ଆଇଟିଆଇକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଓଡିଶାର ୬ଟି ସରକାରୀ ଆଇଟିଆଇ ସ୍ଥାନ ପାଇଛନ୍ତି । ବ୍ରହ୍ମପୁର, ହିଞ୍ଜିଳିକାଟୁ, କଟକ, ଝାରସୁଗୁଡା, ପୁରୀ ଓ ଯାଜପୁର ଆଇଟିଆଇ କୌଶଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜାରି ଟପ୍ ୧୦୦ ଆଇଟିଆଇ ମଧ୍ୟରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ…

ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ : ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ…

ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ପକ୍ଷରୁ ୨ଟି ଜାଗାର ସର୍ଭେ

ଭୁବନେଶ୍ୱର- ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ-ଏଏଆଇ ର ବୈଷୟିକ କମିଟି ପକ୍ଷରୁ ସର୍ଭେ କରାଯାଇଛି । ସର୍ଭେରେ ଦିଲ୍ଲୀର ୪ ଓ ଭୁବନେଶ୍ୱରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ସାମିଲ ହୋଇଥିଲେ । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଏବଂ ସିପସରୁବାଲି ଅଂଚଳର…

ମହାମାରୀକୁ ଲଗାମ ଦେଉଛି ଓଡ଼ିଶା

ଲେଖକ : ପ୍ରତିଭା ନେପାକ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ କୌଶଳ, ଆଗୁଆ ଯୋଜନା, ସଠିକ ପଦକ୍ଷେପ କାମ ଦେଲା। ଅନ୍ୟ ଛୋଟ ବଡ଼ ରାଜ୍ୟମାନଙ୍କ ଠାରୁ ବେଶ୍ ଉନ୍ନତ ସ୍ଥିତିରେ ରହି ଓଡ଼ିଶା ଚଳିତ ଶତାବ୍ଦୀର ଏଯାବତ୍‌ ସବୁଠୁ ବଡ଼ ମହାମାରୀକୁ ଦ୍ବିତୀୟ ଥର ଅଧିକ ନିୟନ୍ତ୍ରଣ କରିବାରେ ସକ୍ଷମ…

ସ୍ୱାସ୍ଥ୍ୟସେବା ରାଜ୍ୟ ସରକାରଙ୍କ ପ୍ରାଥମିକ କ୍ଷେତ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟର କୋଭିଡ ସ୍ଥିତି ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଉ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ନବନିଯୁକ୍ତ ୭୮୬ ଡାକ୍ତରଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । ନବନି ଯୁକ୍ତ ଡାକ୍ତରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮…