Browsing Tag

Chief Minister Naveen Patnaik

ସିଏମଆରଏଫକୁ ୨୦ ଲକ୍ଷ ଟଙ୍କା ଦାନ କଲେ ରାଜ୍ୟପାଳ, ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର-ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ନିଜର ଡିସକ୍ରେସନାରୀ ଗ୍ରାଂଟରୁ ଏହି ଅର୍ଥ ସେ ସିଏମଆରଏଫକୁ ପ୍ରଦାନ କରିଛନ୍ତି । କୋଭିଡ ମହାମାରୀ ବିରୋଧରେ ଲଢେଇ ଦୃଢ କରିବା ପାଇଁ ସମସ୍ତେ ମୁକ୍ତ ହସ୍ତରେ…

ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ପାଇଁ ନବୀନ ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର-ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସମ୍ମୁଖ ଭାଗ କୋରୋନା ଯୋଦ୍ଧା ଭାବେ ମାନ୍ୟତା ଦେବା ପାଇଁ ନବୀନ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ମହାମାରୀ ବେଳେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସାମ୍ବାଦିକମାନେ ସକ୍ରିୟ ଭୂମିକା ଗ୍ରହଣ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ପାଞ୍ଚ କିଲୋ ଚାଉଳ

ଭୁବନେଶ୍ୱର: କୋଭିଡ଼ ର ଦ୍ବିତୀୟ ଲହର ଜନିତ ପରିସ୍ଥିତି କୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଇ ମାସରୁ ଅତିରିକ୍ତ ପାଞ୍ଚ କେଜି ଚାଉଳ ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମଇ ଓ ଜୁନ ଦୁଇ ମାସ ପାଇଁ…