Browsing Tag

counterfeit notes seized

କୋରାପୁଟରୁ ପ୍ରାୟ ୮ କୋଟି ଟଙ୍କାର ଜାଲ୍ ନୋଟ ଜବତ

କୋରାପୁଟ- କୋରାପୁଟରୁ ପ୍ରାୟ ୮ କୋଟି ଟଙ୍କାର ଜାଲ୍ ନୋଟ ଜବତ ହୋଇଛି । ସୁଙ୍କି ଆଉଟପୋଷ୍ଟ ନିକଟରୁ ଜାଲ୍ ନୋଟ ଜବତ କରିଛି ପଟାଙ୍ଗୀ ପୋଲିସ । ଜାଲ୍ ନୋଟ ସବୁ ଏକ କାରରେ ଛତିଶଗଡ ଚାଲାଣ ହେଉଥିବା ବେଳେ ପୋଲିସ ଧରିଥିଲା । କାର୍ ଜବତ କରାଯିବା ସହ ୩ ଜଣଙ୍କୁ ଅଟକ ରଖାଯାଇଥିବା କୋରାପୁଟ ଏସପି…

ବାରିପଦାରେ ଜାଲ୍ ନୋଟ ଜବତ, ୨ ଗିରଫ

ବାରିପଦା-ମୟୂରଭଞ୍ଜ ଜିଲ୍ଲାରେ ଏକ ଜାଲ ନୋଟ ରାକେଟ ଠାବ ହୋଇଛି । ୮୫ ହଜାର ଟଙ୍କାର ଜାଲ ନୋଟ୍ ଜବତ କରିଛି ବାରିପଦା ଟାଉନ ଥାନା ପୋଲିସ । ୧୧୦ଟି ୫ ଶହ ଟଙ୍କିଆ, ୩ ଶହଟି ଶହେ ଟଙ୍କିଆ ଜାଲ୍ ନୋଟ୍ ଜବତ ହୋଇଛି । ଏହି ମାମଲରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତଙ୍କଠାରୁ ମୋବାଇଲ…