କୋରାପୁଟରୁ ପ୍ରାୟ ୮ କୋଟି ଟଙ୍କାର ଜାଲ୍ ନୋଟ ଜବତ

କୋରାପୁଟ- କୋରାପୁଟରୁ ପ୍ରାୟ ୮ କୋଟି ଟଙ୍କାର ଜାଲ୍ ନୋଟ ଜବତ ହୋଇଛି । ସୁଙ୍କି ଆଉଟପୋଷ୍ଟ ନିକଟରୁ ଜାଲ୍ ନୋଟ ଜବତ କରିଛି ପଟାଙ୍ଗୀ ପୋଲିସ । ଜାଲ୍ ନୋଟ ସବୁ ଏକ କାରରେ ଛତିଶଗଡ ଚାଲାଣ ହେଉଥିବା ବେଳେ ପୋଲିସ ଧରିଥିଲା । କାର୍ ଜବତ କରାଯିବା ସହ ୩ ଜଣଙ୍କୁ ଅଟକ ରଖାଯାଇଥିବା କୋରାପୁଟ ଏସପି ସୂଚନା ଦେଇଛନ୍ତି ।

Comments are closed.