Browsing Tag

COVID-19 Pandemic

Odisha: A “Model” in Demand

Bhubaneswar: Since the beginning of the pandemic in 2020 and continuing till today, Odisha has been successfully fighting the dreaded disease with full commitment and a disciplined strategy based on Chief Minister Naveen Patnaik’s minimum…

ମନୋବଳ ମଜବୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ

କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ କେବଳ ଯେ ରାଜ୍ୟର ଶାସନ ମୁଖ୍ୟ ଭାବେ ନିଜ ଦାୟିତ୍ବ ବା କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଉଛନ୍ତି ତା ନୁହେଁ । ବରଂ ସମଗ୍ର ଓଡ଼ିଶାବାସୀଙ୍କୁ ନିଜ ପରିବାର ବିଚାର କରି ତାହାର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମାରୀ ବିରୋଧରେ ଲଢେଇ ପାଇଁ…

କୋଭିଡ ସମୟରେ ମାନବିକତାର ଦୂତ

ପର କରିଦେଲା ପରିବାର। କରୋନା ସଂକ୍ରମଣର ଭୟ ଏତେ ଘାରିଲା ଯେ ପରିବାର ଲୋକ ମୃତଦେହ ଦେଖିଲେ ପଛେ ନେବାକୁ ପଛଘୁଞ୍ଚା ଦେଲେ । ଅଲୋଡ଼ା ହୋଇଗଲା ପାର୍ଥିବ ଶରୀର । ସମ୍ମାନର ସହ ଶେଷକୃତ୍ୟ ପାଇଁ ବେଶ୍ ଘାଣ୍ଟଚକଟ ହେବାକୁ ପଡିଲା। ଜୀବନ ବିକଳ ଭୟ ସତେଯେମିତି ମାନବିକତାକୁ ହିଁ ଶେଷ କରିଦେଲା। ହେଲେ…

ମୋଦିଙ୍କୁ ରାହୁଲଙ୍କ ଚିଠି: ସ୍ପଷ୍ଟ ରଣନୀତି ଅଭାବରୁ ଦେଶ ଆଜି ଲକ୍‌ଡାଉନ୍ ଦ୍ୱାରଦେଶରେ

ନୂଆଦିଲ୍ଲୀ: ଦେଶରେ ସାଂଘାତିକ କୋଭିଡ୍ ସ୍ଥିତି ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ ସଙ୍କଟ ପାଇଁ ସେ କେନ୍ଦ୍ରକୁ ଦାୟୀ କରିଛନ୍ତି । କେନ୍ଦ୍ରର ବିଫଳତା ପାଇଁ କାରଣରୁ ଦେଶ ଆଜି ଲକ୍‌ଡାଉନ୍ ଦ୍ୱାରଦେଶରେ ପହଞ୍ଚିଛି ବୋଲି…

କୋଭିଡ ପରିଚାଳନା ପାଇଁ ତିନି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର କଲେ ନବୀନ

ଭୁବନେଶ୍ୱର- କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ୬୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମ୍ବଲପୁର ଜିଲ୍ଲାକୁ ୪ କୋଟି ୬୨ ଲକ୍ଷ, ପୁରୀକୁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି । ସୁବର୍ଣ୍ଣପୁରକୁ ଅତିରିକ୍ତ ଭାବେ ଆଉ…