ଭାରତରେ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଲା ଫାଇଜର
ନୂଆଦିଲ୍ଲୀ - ଆମେରିକାର ପ୍ରତିଷ୍ଠିତ ଔଷଧ କମ୍ପାନୀ ଫାଇଜର ଭାରତରେ ଏହାର କରୋନା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଭାରତୀୟ ଡ୍ରଗ୍ସ ନିୟାମକ (ଡିସିଜିଆଇ) ଠାରୁ ଅନୁମତି ଲୋଡିଛି । ପୂର୍ବରୁ ବ୍ରିଟେନ୍ ଓ ବାହାରେନ୍ ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇସାରିଛନ୍ତି । ବିଭିନ୍ନ…