Browsing Tag

Cyclone Gulab

ଅତିପ୍ରବଳ ବର୍ଷା ହେଲେ ହିଁ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିବ : ଏସଆରସି

ଭୁବନେଶ୍ୱର – ବାତ୍ୟା ଗୁଲାବ ସଂପର୍କରେ ସଦ୍ୟତମ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବାତ୍ୟା ଏବେ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ ୧୪୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ପୂର୍ବ-ଉତ୍ତର ପୂର୍ବରେ ୧୯୦ କିଲୋମିର ଦୂରରେ ରହିଛି । ବିଗତ ୩ ଘଂଟା ହେଲା ଘଂଟାପ୍ରତି ୧୮ କିଲୋମିଟର…

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା: ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ, ପ୍ରଭାବିତ ୧୧ ଜିଲ୍ଲାରେ ବନ୍ଦ ରହିବ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲ୍‌ଆବ ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲେ ଏବଂ ଏହା…

ବାତ୍ୟା ମୁକାବିଲା : ଗଜପତି ଜିଲ୍ଲରେ ୧୬୦୦ ଲୋକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର, ୫୫ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ପାରଳାଖେମୁଣ୍ଡି – ବାତ୍ୟା ଗୁଲାବର ମୁକାବିଲା ଲାଗି ଦକ୍ଷିଣ ଓଡିଶା ଜିଲ୍ଲା ଗୁଡିକର ପ୍ରଶାସନ କଳ ତତ୍ପରତା ଦେଖାଇଛି । ଗଜପତି ଜିଲ୍ଲା ମଧ୍ୟ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବା ଆଶଙ୍କା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି । ଜିଲ୍ଲାହଗ୍ଦ…

ଦିଲ୍ଲୀରୁ ବାତ୍ୟା ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ – ନକ୍ସଲ ଅଧ୍ୟୁଷିତ ରାଜ୍ୟଗୁଡିକର ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ରାଜ୍ୟର ବାତ୍ୟା ସ୍ଥିତି ସଂପର୍କରେ ସମୀକ୍ଷା କରିବେ । ମୁଖ୍ୟ ଶାସନ ସଚିବ, ଏସଆରସି ଓ ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା…