Browsing Tag

Delhi

୫ ରାଜ୍ୟର ଲୋକଙ୍କୁ ଦିଲ୍ଲୀ ପ୍ରବେଶ ଉପରେ କଟକଣା

ନୂଆଦିଲ୍ଲୀ – ୫ଟି ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଓ ପଞ୍ଜାବର ଲୋକଙ୍କ ଉପରେ ଏହି କଟକଣା ଜାରି କରାଯାଇଛି । ୨୬ ଫେବ୍ରୁଆରୀରୁ…

ବନ୍ଦ ହୋଇପାରେ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ବିମାନ ଓ ଟ୍ରେନ ସେବା

ମୁମ୍ବାଇ – ରାଜଧାନୀ ନଗରୀ ଦିଲ୍ଲୀରେ ବୃଦ୍ଧି ପାଉଥିବା କରୋନା ମାମଲା ଦୃଷ୍ଟିରୁ ଦିଲ୍ଲୀ ଓ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ମଧ୍ୟରେ ବିମାନ ଓ ଟ୍ରେନ ସେବା ବନ୍ଦ ହୋଇପାରେ । ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଏହି ଦୁଇ ମହାନଗରୀ ମଧ୍ୟରେ ବିମାନ ଓ ଟ୍ରେନ ସେବା ଉପରେ କଟକଣା ଲଗାଇବାକୁ…