Browsing Tag

Ganjam Admin Restricts Participation in Danda Nacha

କେବଳ ୨୫ ଦଣ୍ଡୁଆଙ୍କୁ ନେଇ ଗଂଜାମରେ ହେବ ଦଣ୍ଡନାଚ, ରାତିରେ ପାରମ୍ପରିକ ନାଚଗୀତ ମନା

ବ୍ରହ୍ମପୁର – କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଦଣ୍ଡନାଚରେ କିଛି କଟକଣା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ପ୍ରତ୍ୟେକ ଦଣ୍ଡନାଚ ପାର୍ଟିରେ ଅତିକମରେ ୨୫ ଜଣ ହିଁ ରହିବେ । ରାତିରେ ଆଉ ପାରମ୍ପରିକ ନାଟକ ହେବ ନାହିଁ । ସଂପୂର୍ଣ୍ଣ କୋରୋନା କଟକଣା…