Browsing Tag

Heavy Rainfall

ଆସନ୍ତା ୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ, ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା, ଲଘୁଚାପ ଯୋଗୁଁ ଗଜପତି ଓ ଗଂଜାମ ଜିଲ୍ଲାରେ…

ଭୁବନେଶ୍ୱର- ଆସନ୍ତା ୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ । ଏହି ସମୟ ମଧ୍ୟରେ ଦକ୍ଷିଣ ଉପକୂଳ ଓଡିଶାର ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେବେ, ଅନ୍ୟ ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ । ୭ ଦିନ ଯାଏଁ ବଡ ଧରଣର ବର୍ଷା ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି । ଲଘୁଚାପ ବର୍ଷା…

ଅବପାତର ରୂପ ନେଲା ଲଘୁଚାପ, ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଂଟାରେ ଗଭୀର ଅବପାତର ରୂପ…

ଭୁବନେଶ୍ୱର- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଅବପାତର ରୂପ ନେଇଛି ଲଘୁଚାପ । ବିଶାଖାପାଟଣାଠାରୁ ୪୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି ଲଘୁଚାପ । ଏହା ଆସନ୍ତା ୨୪ ଘଂଟାରେ ଗଭୀର ଅବପାତର ରୂପ ନେବା ଆଶଙ୍କା ରହିଛି । ପଶ୍ଚିମ-ଉତର ପଶ୍ଚିମଦିଗରେ ଗତି କରି କାଲି…

ରାଜ୍ୟର ବିଭିନ୍ନ ଅଂଚଳରେ ଅତି ପ୍ରବଳ ବର୍ଷା, ମାର୍ଶାଘାଇରେ ସର୍ବାଧିକ ୨୩୪ ମି.ମି ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟାରେ ବିଭିନ୍ନ ଅଂଚଳରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ମାର୍ଶାଘାଇରେ ସର୍ବାଧିକ ବର୍ଷା ପରିମାଣ ରେକର୍ଡ କରାଯାଇଛି । ଗତ ୨୪ ଘଂଟାରେ ଏଠାରେ ୨୩୪ ମି.ମି ବର୍ଷା ହୋଇଛି । ଚଂପୁଆରେ୨୧୦ , ବୌଦ୍ଧରେ ୨୦୮.୨ ବାରିପଦାରେ ୨୦୬ ମି.ମି ବର୍ଷା ରେକର୍ଡ…

ଲଘୁଚାପ ପ୍ରଭାବ : ୯ ଜିଲ୍ଲାରେ ଭୀଷଣ ବର୍ଷା ପୂର୍ବାନୁମାନ, ରେଡ୍ ୱାର୍ନିଂ ଜାରି , ଭଦ୍ରକ ଆଖୁଆପଦାରେ ବଢୁଛି ବୈତରଣୀ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୯ଟି ଜିଲ୍ଲା ପାଇଁ ଜାରି କରାଯାଇଛି ରେଡ୍ ୱାର୍ନିଂ । ସେହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଦେବଗଡ, ସୁନ୍ଦରଗଡ ଓ ସୋନପୁର ଜିଲ୍ଲା । ଏସବୁ ଜିଲ୍ଲାଗୁଡିକରେ…